ଦୁଇଟି କାର୍‌ରୁ ୯ ଲକ୍ଷ ଟଙ୍କା ଜବତ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଦୁଇଟି କାରରୁ ୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି। ଆମ୍ବାଗନ ଛକରେ ଗୋଟିଏ କାର୍‌ରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ କୁଆରମୁଣ୍ଡା-ବୀରମିତ୍ରପୁର ରାସ୍ତାରେ ଆଉ ଏକ କାର୍‌ରୁ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି। ନିର୍ବାଚନ ଦାୟିତ୍ୱରେ ଥିବା ୩ ଜଣିଆ ଟିମ୍ ଏହି ଟଙ୍କା ଜବତ କରିଛି। ଏହି ଟଙ୍କା କେଉଁଠାରୁ ଆସିଥିଲା ଓ କେଉଁଠାକୁ ଯାଉଥିଲା, ସେ ନେଇ ତଦନ୍ତ ଚାଲିଛି।

money

Jitendra Garnayak
  • Published: Thursday, 28 March 2019
  • , Updated: 28 March 2019, 11:55 AM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଦୁଇଟି କାରରୁ ୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି।

ଆମ୍ବାଗନ ଛକରେ ଗୋଟିଏ କାର୍‌ରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ କୁଆରମୁଣ୍ଡା-ବୀରମିତ୍ରପୁର ରାସ୍ତାରେ ଆଉ ଏକ କାର୍‌ରୁ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି।

ନିର୍ବାଚନ ଦାୟିତ୍ୱରେ ଥିବା ୩ ଜଣିଆ ଟିମ୍ ଏହି ଟଙ୍କା ଜବତ କରିଛି। ଏହି ଟଙ୍କା କେଉଁଠାରୁ ଆସିଥିଲା ଓ କେଉଁଠାକୁ ଯାଉଥିଲା, ସେ ନେଇ ତଦନ୍ତ ଚାଲିଛି।

Related story