ହାତୀ ଘଉଡ଼ାଇବାକୁ ଯାଇଥିଲେ, ଚଢ଼ିଗଲା ଟ୍ରେନ୍‌

ରେଢାଖୋଲ(ରମାକାନ୍ତ ମହାନନ୍ଦ): ହାତୀ ଘୋଡାଇବାକୁ ଯାଇ ଟ୍ରେନ ଲାଇନରେ ଛନ୍ଦି ହୋଇଗଲେ। ଶେଷରେ ଗୋଟିଏ ଗୋଡ଼ ହରାଇଲେ ଜଣେ ଚାଷୀ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରେଢ଼ାଖୋଲ ଓ ପରେ ବୁର୍ଲା ମେଡ଼ିକାଲକୁ ପଠାଯାଇଛି।  ଏପରି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଞ୍ଜ ହେମାମୁରା ଗାଁରେ ଘଟିଯାଇଛି । ଗୁରୁତର ଚାଷୀଜଣକ ହେଉଛନ୍ତି ହେମାମୁରା ଗାଁର ମଧୁ ବେହେରା। ସୂଚନାଯୋଗ୍ୟ, ଗତ ରାତିରେ ଧାନ ଫସଲ ଖାଇବାକୁ ହାତୀ ପଲ ଜମିରେ ପଶିଥିଲେ। ଖବର […]

train

train

Niharika Rout
  • Published: Saturday, 14 November 2020
  • Updated: 14 November 2020, 02:15 PM IST

Sports

Latest News

ରେଢାଖୋଲ(ରମାକାନ୍ତ ମହାନନ୍ଦ): ହାତୀ ଘୋଡାଇବାକୁ ଯାଇ ଟ୍ରେନ ଲାଇନରେ ଛନ୍ଦି ହୋଇଗଲେ। ଶେଷରେ ଗୋଟିଏ ଗୋଡ଼ ହରାଇଲେ ଜଣେ ଚାଷୀ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରେଢ଼ାଖୋଲ ଓ ପରେ ବୁର୍ଲା ମେଡ଼ିକାଲକୁ ପଠାଯାଇଛି।  ଏପରି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଞ୍ଜ ହେମାମୁରା ଗାଁରେ ଘଟିଯାଇଛି । ଗୁରୁତର ଚାଷୀଜଣକ ହେଉଛନ୍ତି ହେମାମୁରା ଗାଁର ମଧୁ ବେହେରା।

ସୂଚନାଯୋଗ୍ୟ, ଗତ ରାତିରେ ଧାନ ଫସଲ ଖାଇବାକୁ ହାତୀ ପଲ ଜମିରେ ପଶିଥିଲେ। ଖବର ପାଇ ଚାଷୀ ମଧୁ ବେହେରା( ୩୦) ଗାଁ ଲୋକଙ୍କ ସହ  ହାତୀ ଘୋଉଡାଇକୁ ଯାଇଥିଲେ । ହେଲେ ସାମ୍ନା ପଟରୁ ହାତୀ ମାଡି ଆସିବା ଭୟରେ ସେ ଟ୍ରେନ୍‌ ଲାଇନ୍‌ ପାର ହୋଉଥିବା ସମୟରେ  ତାଙ୍କ ଗୋଡ଼ ଟ୍ରାକରେ ଲାଗିଯାଇଥିଲା। ସେହି ସମୟରେ ଏକ ଟ୍ରେନ୍‌ ଉକ୍ତ ଟ୍ରାକ୍ ଦେଇ ଚାଲିଯିବାରୁ ମଧୁଙ୍କ ଗୋଡ ପୁରା କଟି ଯାଇଛି।

ଗ୍ରାମବାସୀ, ପରିବାର ଲୋକେ ରକ୍ତାକ୍ତ ଅବସ୍ଥାରେ ତୁରନ୍ତ ମଧୁଙ୍କୁ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।  ଖବର ପାଇ ବନବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି। ତଦନ୍ତ କରି କ୍ଷତିପୂରଣ ଦିଆଯିବ ବୋଲି ରେଢ଼ାଖୋଲ ଡିଏଫଓ ଫୋନ ଯୋଗେ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story