ଜାଲରେ ପଡ଼ିଲା ୫୮ କିଲୋର ମାଛ

ନରସିଂହପୁର(ଓଡ଼ିଶା ରିପୋର୍ଟର): ମହାନଦୀରୁ ଧରା ପଡ଼ିଲା ୫୮ କିଲୋ ଓଜନର ବିଶାଳକାୟ ମାଛ।  କଟକ ଜିଲ୍ଲା ବଡ଼ମ୍ବା ଥାନାର ଗୋପୀନାଥପୁର ଗାଁ ପାଖରେ ଏହି ବଡ଼ ମାଛ ଧରାପଡ଼ିଛି । ସ୍ଥାନୀୟ ଲୋକେ ନଦୀରେ ମାଛ ମାରୁଥିବାବେଳେ ଆଜି ସକାଳେ ଏହି ମାଛଟି ଧରାପଡ଼ିଥିଲା । ଏତେ ବଡ଼ ମାଛ ଧରା ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଗହଳି ବେଶ୍‌ ଜମିଥିଲା। ଦେଖନ୍ତୁ ଭିଡିଓ  

fish-n

Niharika Rout
  • Published: Monday, 07 December 2020
  • , Updated: 07 December 2020, 12:25 PM IST

ନରସିଂହପୁର(ଓଡ଼ିଶା ରିପୋର୍ଟର): ମହାନଦୀରୁ ଧରା ପଡ଼ିଲା ୫୮ କିଲୋ ଓଜନର ବିଶାଳକାୟ ମାଛ।  କଟକ ଜିଲ୍ଲା ବଡ଼ମ୍ବା ଥାନାର ଗୋପୀନାଥପୁର ଗାଁ ପାଖରେ ଏହି ବଡ଼ ମାଛ ଧରାପଡ଼ିଛି ।

ସ୍ଥାନୀୟ ଲୋକେ ନଦୀରେ ମାଛ ମାରୁଥିବାବେଳେ ଆଜି ସକାଳେ ଏହି ମାଛଟି ଧରାପଡ଼ିଥିଲା । ଏତେ ବଡ଼ ମାଛ ଧରା ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଗହଳି ବେଶ୍‌ ଜମିଥିଲା।

ଦେଖନ୍ତୁ ଭିଡିଓ

https://youtu.be/XtRRLoCdeG0

 

Related story