ବଜ୍ରାଘାତରେ ଟଳିପଡ଼ିଲେ ମହିଳା ଚାଷୀ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଆଜି ମଧ୍ୟାହ୍ନ ୫ ଟା ସମୟରେ ସଇଁତଳା ଥାନା ଅନ୍ତର୍ଗତ ଭେରୁଆଁଭଟା ଗାଁରେ ଚାଷ ଜମି ରେ କାମ କରୁଥିବା ସମୟରେ ହଠାତ ବଜ୍ରାଘାତ ହେବାରୁ ଜଣେ ମହିଳାର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଭେରୁଆଁଭଟା ଗାଁର ରେବତୀ ସାହୁ ନିଜ ୧୩ ବର୍ଷୀୟ ପୁଅ ସହିତ ଚାଷ ଜମିରେ କାମ କରୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ଫଳରେ ରେବତୀର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଭୀମସେନ ସାହୁ ଗୁରୁତର ଆହତ ହୋଇ ସଇଁତଳା ହସ୍ପିଟାଲରେ ଭର୍ତି ହୋଇଛନ୍ତିା

ଆହୁରି ପଢ଼ନ୍ତୁ

ସର୍ବଦଳୀୟ ବୈଠକ: ପ୍ରଚାରବେଳେ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପ ମନା

ନାରୀ ନିର୍ଯାତନାରେ ଆଗେ ଉତ୍ତରପ୍ରଦେଶ ସେକେଣ୍ଡରେ ଓଡ଼ିଶା

‘ଗଜପତି ଜିଲ୍ଲାରେ ସର୍ବାଧିକ ୬୫% ଆଣ୍ଟିବଡ଼ି ସୃଷ୍ଟି ହୋଇଛି’

କାଳିଆ ଯୋଜନାରେ ୧.୦୬ ଲକ୍ଷ ଚାଷୀ ଅଯୋଗ୍ୟ, ୪୮.୬୫ଙ୍କୁ ସହାୟତା

ସ୍ତ୍ରୀକୁ କଟୁରୀରେ ଟିକ୍ ଟିକ୍ ହାଣିଲା ସ୍ୱାମୀ, ଶ୍ୱଶୁର ଘରକୁ ଫୋନ୍ କରି ଏମିତି କହିଲା

୩ ସିଫ୍‌ଟରେ ହେବ OJEE ପରୀକ୍ଷା

ବିଜୁଳି ଦର ବୃଦ୍ଧି ନେଇ ଏମିତି ଉତ୍ତର ରଖିଲେ ମନ୍ତ୍ରୀ, ଘେରିଲେ ବିରୋଧୀ

ସୁରଙ୍କ ପ୍ରଶ୍ନ ଆଜି ଯଦି ସେ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡଜାମିନ ରଖିଥାନ୍ତା ?

ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୭ ଆକ୍ରାନ୍ତ, ୮୫୦ ପାର୍‌ କଲା ସଂଖ୍ୟା

ଆଜିଠୁ ଖୋଲିଲା ଭିତରକନିକା

ଆଜି ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷିବ

ବାଲେଶ୍ୱର ଶଟଡାଉନ୍‌ ନିଷ୍ପତ୍ତିକୁ ବିରୋଧ; ୨ ସଂଘ ମୁହାଁମୁହିଁ