ସାକ୍ଷୀଗୋପାଳ ମନ୍ଦିରର ଉପର ବେଢ଼ାରୁ ଖସିଲା ୧କୁଇଣ୍ଟାଲ ଓଜନର ପଥର

ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରର ଉପର ବେଢ଼ାରୁ ପଥର ଖସିଛି।  ଏହି ପଥରର ଓଜନ ପ୍ରାୟ ୧ କୁଇଣ୍ଟାଲରୁ ଅଧିକ ଓଜନର ବୋଲି ଜଣାପଡିଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ପଥର ଖସିଥିବା ଅନୁମାନ କରାଯାଉଛି।

Rakesh Mallick
  • Published: Friday, 20 October 2017
  • , Updated: 20 October 2017, 02:26 PM IST

Related story