ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା। ବାତ୍ୟା ‘ଫୋନି’କୁ ଦେଖି  ଗତ ୧ ତାରିଖରେ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାନା ବଦଳାଯାଇ ୫ ହାତିଆ ବାନା ଲଗାଯାଇଥିଲା। ହେଲେ ଆଜି ତାକୁ ଖୋଲା ଯାଇ ଚୁନାରା ସେବାୟତ ପୁଣି ୧୪ ହାତିଆ ବାନା ବାନ୍ଧିଛନ୍ତି। ଏନେଇ ଚୁନାର ସେବାୟତ ସାରଦା ମହାନ୍ତି କହିଛନ୍ତି,“ଆଜି ନୀଳଚକ୍ରରେ ୧୪ ହାତିଆ ବାନା ଲଗାଯାଇଛି। ଯାହାଦ୍ୱାରା ମନ୍ଦିରର ଶୋଭା ବଢ଼ିଛି। ମନ୍ଦିର ଚୂଡ଼ାରେ ଛୋଟ ବାନା ଜନସାଧାରଣଙ୍କ […]

temple

temple

Tapas Behera
  • Published: Thursday, 09 May 2019
  • Updated: 09 May 2019, 11:35 AM IST

Sports

Latest News

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା। ବାତ୍ୟା ‘ଫୋନି’କୁ ଦେଖି  ଗତ ୧ ତାରିଖରେ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାନା ବଦଳାଯାଇ ୫ ହାତିଆ ବାନା ଲଗାଯାଇଥିଲା। ହେଲେ ଆଜି ତାକୁ ଖୋଲା ଯାଇ ଚୁନାରା ସେବାୟତ ପୁଣି ୧୪ ହାତିଆ ବାନା ବାନ୍ଧିଛନ୍ତି।

ଏନେଇ ଚୁନାର ସେବାୟତ ସାରଦା ମହାନ୍ତି କହିଛନ୍ତି,“ଆଜି ନୀଳଚକ୍ରରେ ୧୪ ହାତିଆ ବାନା ଲଗାଯାଇଛି। ଯାହାଦ୍ୱାରା ମନ୍ଦିରର ଶୋଭା ବଢ଼ିଛି। ମନ୍ଦିର ଚୂଡ଼ାରେ ଛୋଟ ବାନା ଜନସାଧାରଣଙ୍କ ଆଖିକୁ ଭଲ ଦେଖାଯାଉ ନଥିଲା। ଦେଉଳକୁ ଲକ୍ଷ୍ମୀ ଫେରି ଆସିଛନ୍ତି। ଭାରି ସୁନ୍ଦର ଦେଖାଯାଉଛି ଦେଉଳ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos