ନଳକୂଅରୁ ପାଣି ନେଇଗଲେ ବୋଲି ବୃଦ୍ଧାଙ୍କୁ ପିଟି ମାରିଦେଲା ଯୁବକ

ଯାଜପୁର(ଜନ୍ମେଜୟ ଦାଶ): ଘର ପାଖ ଜଣେ ବ୍ୟକ୍ତିଙ୍କ ନଳକୂଅରୁ ପାଣି ନେଇଗଲେ ବୋଲି ବୃଦ୍ଧଙ୍କୁ ପିଟିପିଟି ମାରିଦେଲା ଜଣେ ଯୁବକ। ଆଜି ଯାଜପୁର ଜିଲ୍ଲା କୋରାଇ ଥାନା ତାରାକୋଟ ଗ୍ରାମରେ ଏହି ଅମାନୁସୀକ ହତ୍ୟାକାଣ୍ଡ ଘଟିଛି। ଯାହାକୁ ନେଇ ସମ୍ପୂର୍ଣ୍ଣ ଅଞ୍ଚଳ ସ୍ତବ୍ଧ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା ଘଟିଥିବା ସୂଚନା। ମୃତ ବୃଦ୍ଧା ଜଣକ ତାରାକୋଟ ଗ୍ରାମର ଚନ୍ଦ୍ରମଣି ଜେନାଙ୍କ ସ୍ତ୍ରୀ ସଞ୍ଜୁକ୍ତା ଜେନା। ଅଭିଯୁକ୍ତ ଯୁବକ ବିପିନ୍ ବିହାରୀ ଜେନାକୁ ଲୋକେ କାବୁ […]

attack

attack

Niranjan Mishra
  • Published: Monday, 12 September 2022
  • Updated: 12 September 2022, 08:06 PM IST

Sports

Latest News

ଯାଜପୁର(ଜନ୍ମେଜୟ ଦାଶ): ଘର ପାଖ ଜଣେ ବ୍ୟକ୍ତିଙ୍କ ନଳକୂଅରୁ ପାଣି ନେଇଗଲେ ବୋଲି ବୃଦ୍ଧଙ୍କୁ ପିଟିପିଟି ମାରିଦେଲା ଜଣେ ଯୁବକ। ଆଜି ଯାଜପୁର ଜିଲ୍ଲା କୋରାଇ ଥାନା ତାରାକୋଟ ଗ୍ରାମରେ ଏହି ଅମାନୁସୀକ ହତ୍ୟାକାଣ୍ଡ ଘଟିଛି। ଯାହାକୁ ନେଇ ସମ୍ପୂର୍ଣ୍ଣ ଅଞ୍ଚଳ ସ୍ତବ୍ଧ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା ଘଟିଥିବା ସୂଚନା। ମୃତ ବୃଦ୍ଧା ଜଣକ ତାରାକୋଟ ଗ୍ରାମର ଚନ୍ଦ୍ରମଣି ଜେନାଙ୍କ ସ୍ତ୍ରୀ ସଞ୍ଜୁକ୍ତା ଜେନା। ଅଭିଯୁକ୍ତ ଯୁବକ ବିପିନ୍ ବିହାରୀ ଜେନାକୁ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି।

ସୂଚନା ମୁତାବକ, ଅଭିଯୁକ୍ତ ବିପିନଙ୍କ ପରିବାର ସହ ସଂଯୁକ୍ତାଙ୍କ ପରିବାରର ପୂର୍ବ ତିକ୍ତତା ରହିଥିଲା। ଆଜି ସଂଯୁକ୍ତା ଗାଁ ଦାଣ୍ଡରୁ ପାଣି ନେଇ ଘରକୁ ଯାଉଥିବା ସମୟରେ ବିପିନ୍ ଏକ ଠେଙ୍ଗାରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସଂଯୁକ୍ତା ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିଲେ। ପରେ ଗ୍ରାମବାସୀ ଅଭିଯୁକ୍ତ ଯୁବକକୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ବୃଦ୍ଧାଙ୍କୁ ନିକଟସ୍ଥ କୋରେଇ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏନେଇ ମୃତ ମହିଳାଙ୍କ ସମ୍ପର୍କିୟ ତଥା ପ୍ରତ୍ୟକ୍ଷଦର୍ଶୀ ନାରଣ ମଲ୍ଲିକ କହିଛନ୍ତି, ସଂଯୁକ୍ତା ଆଜି ବାଲ୍ଟି ନେଇ ବିପିନଙ୍କ ନଳକୂଅରୁ ପାଣି ଆଣୁଥିଲେ। ଏହା ଜାଣିବା ପରେ ବିପିନ ପହଞ୍ଚି ପାଣି କାହିଁକି ନେଲୁ ବୋଲି ପଚାରିଥିଲେ। ପରେ ଧକ୍କା ଦେଇଥିଲେ। ସଂଯୁକ୍ତା ତଳେ ପଡ଼ିଯିବା ପରେ ଅଭିଯୁକ୍ତ ବିପିନ୍ ନିକଟସ୍ଥ ଏକ ବାଡ଼ରୁ ଏକ କାଠ ଫାଳିଆ କାଢ଼ି ଆଣି ଆକ୍ରମଣ କରିଥିଲେ। ଏହା ଦେଖି ସେ ଓ ଅନ୍ୟ କିଛି ଲୋକ ଛଡ଼ାଇବାକୁ ଯାଇଥିଲେ। ତେବେ ବିପିନ୍ କାଠ ଫାଳିଆ ଧରି ସମସ୍ତଙ୍କୁ ମାରିବାକୁ ଗୋଡ଼ାଇଥିଲା। ତେଣୁ ସେମାନେ ଛତ୍ର ଭଙ୍ଗ ଦେଇଥିଲେ। ତେବେ ଗ୍ରାମବାସୀ ମିଶି ଅଭିଯୁକ୍ତକୁ କାବୁ କରିଥିଲେ। ପରେ ରକ୍ତ ଜୁଡ଼ୁବୁଡ଼ୁ ସଂଯୁକ୍ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story