ଘାଟିରେ ଓଲଟି ପଡ଼ିଲା ମିନି ଟ୍ରକ୍‌; ୧୦ ଆହତ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ କୋଣ୍ଡାପାରସମ୍ବା ଘାଟିରେ ଏକ ୪୦୭ ଓଲଟି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ମିନି ଟ୍ରକ୍‌ଟି ବାହାଘର ସାମଗ୍ରୀ ନେଇ ଖଜୁରୀପଡ଼ା ଯାଉଥିବା ବେଳେ ଏକ ବୁଲାଣିରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଏଥିରେ ୧୫ରୁ ଅଧିକ ଲୋକ ବସିଥିଲେ ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଗୁମ୍ମା ବ୍ଲକର ବୋଲି ଜଣାପଡ଼ିଛି।

truck1

truck1

Jitendra Garnayak
  • Published: Thursday, 28 March 2019
  • Updated: 28 March 2019, 01:10 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ କୋଣ୍ଡାପାରସମ୍ବା ଘାଟିରେ ଏକ ୪୦୭ ଓଲଟି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
truck2ଆଜି ସକାଳେ ମିନି ଟ୍ରକ୍‌ଟି ବାହାଘର ସାମଗ୍ରୀ ନେଇ ଖଜୁରୀପଡ଼ା ଯାଉଥିବା ବେଳେ ଏକ ବୁଲାଣିରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଏଥିରେ ୧୫ରୁ ଅଧିକ ଲୋକ ବସିଥିଲେ ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଗୁମ୍ମା ବ୍ଲକର ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story