ଘାଟିରେ ଓଲଟି ପଡ଼ିଲା ମିନି ଟ୍ରକ୍‌; ୧୦ ଆହତ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ କୋଣ୍ଡାପାରସମ୍ବା ଘାଟିରେ ଏକ ୪୦୭ ଓଲଟି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ମିନି ଟ୍ରକ୍‌ଟି ବାହାଘର ସାମଗ୍ରୀ ନେଇ ଖଜୁରୀପଡ଼ା ଯାଉଥିବା ବେଳେ ଏକ ବୁଲାଣିରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଏଥିରେ ୧୫ରୁ ଅଧିକ ଲୋକ ବସିଥିଲେ ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଗୁମ୍ମା ବ୍ଲକର ବୋଲି ଜଣାପଡ଼ିଛି।

truck1

Jitendra Garnayak
  • Published: Thursday, 28 March 2019
  • , Updated: 28 March 2019, 01:10 PM IST

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ କୋଣ୍ଡାପାରସମ୍ବା ଘାଟିରେ ଏକ ୪୦୭ ଓଲଟି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ମିନି ଟ୍ରକ୍‌ଟି ବାହାଘର ସାମଗ୍ରୀ ନେଇ ଖଜୁରୀପଡ଼ା ଯାଉଥିବା ବେଳେ ଏକ ବୁଲାଣିରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଏଥିରେ ୧୫ରୁ ଅଧିକ ଲୋକ ବସିଥିଲେ ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଗୁମ୍ମା ବ୍ଲକର ବୋଲି ଜଣାପଡ଼ିଛି।

Related story