ଶୋଇଥିଲା ବେଳେ ହାତୀ ଘର ଭାଙ୍ଗି ଦେଲା; ଝିଅ ମୃତ,ବାପାମା’ ଆହତ

ସମ୍ବଲପୁର(ସମୀର ଷଡ଼ଙ୍ଗୀ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ବାସୁପାଲି ଗାଁରେ ହାତୀ ଘର ଭାଙ୍ଗି ଦେବାରୁ ଏକ ଦମ୍ପତି ଆହତ ହୋଇଥିବା ବେଳେ ସେମାନଙ୍କ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଆହତ ଦମ୍ପତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। ରାତିରେ ହାତୀଟି ଗାଁ ଭିତରକୁ ଆସିଥିଲା। ସେଠାରେ ଏକ ଇଟା ତିଆରି ଘରକୁ  ହାତୀ ଭାଙ୍ଗି ଦେଇଥିଲା। ସେତେବେଳେ ଏହି ଦମ୍ପତି ଓ ସେମାନଙ୍କ ଶିଶୁ କନ୍ୟା ସେଠାରେ ଶୋଇଥିଲେ।  ଇଟା ପଡ଼ିଯିବାରୁ ଝିଅଟି ମୃତ୍ୟୁ ଘଟିଥିଲା […]

samblpur

Rakesh Mallick
  • Published: Thursday, 21 June 2018
  • , Updated: 21 June 2018, 02:21 PM IST

ସମ୍ବଲପୁର(ସମୀର ଷଡ଼ଙ୍ଗୀ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ବାସୁପାଲି ଗାଁରେ ହାତୀ ଘର ଭାଙ୍ଗି ଦେବାରୁ ଏକ ଦମ୍ପତି ଆହତ ହୋଇଥିବା ବେଳେ ସେମାନଙ୍କ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଆହତ ଦମ୍ପତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି।

ରାତିରେ ହାତୀଟି ଗାଁ ଭିତରକୁ ଆସିଥିଲା। ସେଠାରେ ଏକ ଇଟା ତିଆରି ଘରକୁ  ହାତୀ ଭାଙ୍ଗି ଦେଇଥିଲା। ସେତେବେଳେ ଏହି ଦମ୍ପତି ଓ ସେମାନଙ୍କ ଶିଶୁ କନ୍ୟା ସେଠାରେ ଶୋଇଥିଲେ।  ଇଟା ପଡ଼ିଯିବାରୁ ଝିଅଟି ମୃତ୍ୟୁ ଘଟିଥିଲା ଓ ତା’ ବାପାମାଆ ଆହତ ହୋଇଥିଲେ।

Related story