ମାଆକୁ ମାଡ଼ ମାରିବା ଭିଡିଓ ଭାଇରାଲ, ପୁଅ ଗିରଫ

Ordigital Desk
  • Published: Monday, 11 June 2018
  • , Updated: 11 June 2018, 10:51 AM IST
<p>ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାରେ ଜଣେ ବ୍ୟକ୍ତି ନିଜ ବୃଦ୍ଧା ମାଆଙ୍କୁ ନିର୍ଦୟ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣଙ୍କ ଗାଁ ଦାଣ୍ଡରେ ମାଆଙ୍କ ଚୁଟି ଘୋଷାଡି ମାଡ଼ ମାରିବା ସହ ବାଡିରେ ମଧ୍ୟ ପିଟିଛନ୍ତି। ଘଟଣାଟି ବସ୍ତା ଥାନା ଅନ୍ତର୍ଗତ ବାଇତପଡ଼ାରେ ଘଟିଛି।</p> <p>&lt;a href=&quot;&quot;&gt;(image) &lt;/a&gt;ଏହାର ଏକ ଭିଡିଓ ଭାଇରାଲ ହେବା ପରେ ନିଷ୍ଠୁର ପୁଅର ଏହି କାଣ୍ଡ ପଦାରେ ପଡ଼ିଛି। ଘଟଣା ସମ୍ପର୍କରେ ଜାଣିବା ପରେ ବସ୍ତା ପୋଲିସ୍&zwnj; ଅଭିଯୁକ୍ତ ପୁଅକୁ ଗିରଫ କରିଛି।</p> <p>https://www.youtube.com/watch?v=qjLBvxz3Z8w</p>

Related story