ଦବିଲା ପଳାଶୁଣୀ ଓଭରବ୍ରିଜ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦବିଲା ପଳାଶୁଣୀ ଓଭରବ୍ରିଜ୍। ଭୁବନେଶ୍ୱରରେ ପଳାଶୁଣୀ ଓଭରବ୍ରିଜ୍ ଦବି ଯାଇଥିବା ଜଣାପଡିଛି। ହାଇଟେକ୍ ଛକ ନିକଟରେ ଦବିଛି ଏହି ଓଭରବ୍ରିଜ୍। ଖବର ପ୍ରସାର ପରେ ଘଟଣାସ୍ଥଳରେ ଟ୍ରାଫିକ୍ ପୁଲିସ ଓ ଏନଏଚ୍ଏଆଇ ଅଧିକାରୀ ପହଞ୍ଚିଛନ୍ତି। ବ୍ରିଜ୍‌ ଦବିଥିବା ସ୍ଥାନକୁ କର୍ଡନ କରାଯାଇଛି। ଓଭରବ୍ରିଜ୍ ଉପରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

brige.jpg-1

Tapas Behera
  • Published: Sunday, 25 August 2019
  • , Updated: 25 August 2019, 09:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦବିଲା ପଳାଶୁଣୀ ଓଭରବ୍ରିଜ୍। ଭୁବନେଶ୍ୱରରେ ପଳାଶୁଣୀ ଓଭରବ୍ରିଜ୍ ଦବି ଯାଇଥିବା ଜଣାପଡିଛି। ହାଇଟେକ୍ ଛକ ନିକଟରେ ଦବିଛି ଏହି ଓଭରବ୍ରିଜ୍।

ଖବର ପ୍ରସାର ପରେ ଘଟଣାସ୍ଥଳରେ ଟ୍ରାଫିକ୍ ପୁଲିସ ଓ ଏନଏଚ୍ଏଆଇ ଅଧିକାରୀ ପହଞ୍ଚିଛନ୍ତି। ବ୍ରିଜ୍‌ ଦବିଥିବା ସ୍ଥାନକୁ କର୍ଡନ କରାଯାଇଛି। ଓଭରବ୍ରିଜ୍ ଉପରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

Related story