ବ୍ରିଟିଶ ଗଟ୍ ଟାଲେଣ୍ଟରେ ଓଡ଼ିଆ ପୁଅ ଅଭିଷେକ

ଭୁବନେଶ୍ୱର: ଲଣ୍ଡନରେ ବାଜିବ ଓଡ଼ିଆ ଡ୍ରମ୍। ଲଣ୍ଡନ ଲୋକପ୍ରିୟ ଶୋ ‘ବ୍ରିଟିଶ ଗଟ୍ ଟାଲେଣ୍ଟ’ରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଓଡ଼ିଶାର ବିସ୍ମୟ ବାଳକ ଅଭିଷେକ ସାହୁ। ୯ବର୍ଷ ବୟସରେ ଏଭଳି କୃତିତ୍ୱ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ଶିବାମଣିଙ୍କୁ ଆଦର୍ଶ ଭାବି ଡ୍ରମ୍ ବଜାଉଥିବା ଅଭିଷେକ ବର୍ତ୍ତମାନ ସୁଦ୍ଧା ୮୦ରୁ ଊର୍ଦ୍ଧ୍ୱ ଷ୍ଟେଜ ଶୋରେ ତାଙ୍କର ଜଲୱା ଦେଖାଇ ସାରିଲେଣି। ପାଖାପାଖି ୫ଟି ଭାଷାରେ ସେ ଡ୍ରମ୍ ବଜାନ୍ତି ବୋଲି […]

abhisekh1

Rakesh Mallick
  • Published: Wednesday, 02 November 2016
  • , Updated: 02 November 2016, 02:23 PM IST

ଭୁବନେଶ୍ୱର: ଲଣ୍ଡନରେ ବାଜିବ ଓଡ଼ିଆ ଡ୍ରମ୍। ଲଣ୍ଡନ ଲୋକପ୍ରିୟ ଶୋ ‘ବ୍ରିଟିଶ ଗଟ୍ ଟାଲେଣ୍ଟ’ରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଓଡ଼ିଶାର ବିସ୍ମୟ ବାଳକ ଅଭିଷେକ ସାହୁ। ୯ବର୍ଷ ବୟସରେ ଏଭଳି କୃତିତ୍ୱ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ଶିବାମଣିଙ୍କୁ ଆଦର୍ଶ ଭାବି ଡ୍ରମ୍ ବଜାଉଥିବା ଅଭିଷେକ ବର୍ତ୍ତମାନ ସୁଦ୍ଧା ୮୦ରୁ ଊର୍ଦ୍ଧ୍ୱ ଷ୍ଟେଜ ଶୋରେ ତାଙ୍କର ଜଲୱା ଦେଖାଇ ସାରିଲେଣି। ପାଖାପାଖି ୫ଟି ଭାଷାରେ ସେ ଡ୍ରମ୍ ବଜାନ୍ତି ବୋଲି ତାଙ୍କ ବାପା କହିଛନ୍ତି।

 ‘ବ୍ରିଟିଶ ଗଟ୍‌ ଟଲେଣ୍ଟ’ ଶୋରେ ଅଭିଷେକଙ୍କୁ ସମର୍ଥନ କରିବା ପାଇଁ ମଧ୍ୟ ତାଙ୍କ ବାପା ଓଡ଼ିଶା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ତାଙ୍କର ଏହି ଯାଦୁକରୀ କଳା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଷଷ୍ଠ ପ୍ରତିଷ୍ଠା ଦିବସରେ ତାଙ୍କୁ ସମ୍ମାନିତ କରାଯାଇଛି।

Related story