ଟାଟା ମ୍ୟାଜିକ୍‌କୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ହିଁ ଉଡ଼ିଗଲା ଜଣଙ୍କର ପ୍ରାଣ

କାମାକ୍ଷାନଗର (ରାକେଶ କୁମାର ଦେହୁରୀ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଜଟିଆଠାରେ ଆଜି ଦିନ ୩ଟା ୩୦ବେଳେ ଏକ ଟ୍ରକ ସହ ଏକ ଟାଟା ମ୍ୟାଜିକ ଗାଡ଼ି ମଧ୍ୟରେ ହେବାରୁ ଟାଟା ମ୍ୟାଜିକ ଚାଳକଙ୍କର ମୃତ୍ୟୁ ହୋଇଛି। ଉଭୟ ଗାଡ଼ି ପିତିରି ଆଡୁ ତାଳଚେର ଆଡକୁ ଯାଉଥିବା ବେଳେ ଜଟିଆଠାରେ ଓଭରଟେକ୍ କରିବା ବେଳକୁ ଆଗରୁ ଆସୁଥିବା ଏକ ଟ୍ରକକୁ ବାଟ ଛାଡିବାରୁ ଉଭୟ ଗାଡି ଧକା ହୋଇଥିଲା। ଯାହାଫଳରେ ଟାଟା ମ୍ୟାଜିକ ଗାଡିର ଚାଳକ […]

d13893fc-c9a7-456d-bdce-5fe919274cf9

Ordigital Desk
  • Published: Thursday, 17 May 2018
  • , Updated: 17 May 2018, 07:22 PM IST

କାମାକ୍ଷାନଗର (ରାକେଶ କୁମାର ଦେହୁରୀ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଜଟିଆଠାରେ ଆଜି ଦିନ ୩ଟା ୩୦ବେଳେ ଏକ ଟ୍ରକ ସହ ଏକ ଟାଟା ମ୍ୟାଜିକ ଗାଡ଼ି ମଧ୍ୟରେ ହେବାରୁ ଟାଟା ମ୍ୟାଜିକ ଚାଳକଙ୍କର ମୃତ୍ୟୁ ହୋଇଛି। ଉଭୟ ଗାଡ଼ି ପିତିରି ଆଡୁ ତାଳଚେର ଆଡକୁ ଯାଉଥିବା ବେଳେ ଜଟିଆଠାରେ ଓଭରଟେକ୍ କରିବା ବେଳକୁ ଆଗରୁ ଆସୁଥିବା ଏକ ଟ୍ରକକୁ ବାଟ ଛାଡିବାରୁ ଉଭୟ ଗାଡି ଧକା ହୋଇଥିଲା। ଯାହାଫଳରେ ଟାଟା ମ୍ୟାଜିକ ଗାଡିର ଚାଳକ ରାଜକିଶୋର ବେହେରାଙ୍କର ଘଟଣା ସ୍ଥଳରେ ହିଁ ମୃତୁ ହୋଇଥିଲା। ଏହାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ବାସିନ୍ଦାମାନେ ରାସ୍ତାରୋକ କରିଥିଲେ।

Related story