ନୟାଗଡ଼ରେ ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ୱା, ପରୀ ହତ୍ୟାର କରିବେ ତଦନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଆଜି ନୟାଗଡ଼ରେ ପହଞ୍ଚିଛନ୍ତି ରାଜ୍ୟ ପୁଲିସ୍‌ର ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ୱା । କ୍ରାଇମବ୍ରାଞ୍ଚ ଏଡିଜି  ଭାବେ ଅତିରିକ୍ତ ଦାୟିତ୍ୱ ନେଇ ପରୀ ହତ୍ୟା ମାମଲା ତଦନ୍ତର ତଦାରଖ କରିବାକୁ ନୟାଗଡ଼ରେ ପହଞ୍ଚିଛନ୍ତି ଜେଠଓ୍ୱା । କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଅସୁସ୍ଥ ଥିବାରୁ ଜେଠଓ୍ୱା ତଦନ୍ତର ତଦାରଖ କରୁଛନ୍ତି । ଗତକାଲିଠାରୁ ନୟାଗଡ଼ରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି […]

nayagarh-2

nayagarh-2

Niharika Rout
  • Published: Friday, 27 November 2020
  • Updated: 27 November 2020, 12:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଆଜି ନୟାଗଡ଼ରେ ପହଞ୍ଚିଛନ୍ତି ରାଜ୍ୟ ପୁଲିସ୍‌ର ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ୱା । କ୍ରାଇମବ୍ରାଞ୍ଚ ଏଡିଜି  ଭାବେ ଅତିରିକ୍ତ ଦାୟିତ୍ୱ ନେଇ ପରୀ ହତ୍ୟା ମାମଲା ତଦନ୍ତର ତଦାରଖ କରିବାକୁ ନୟାଗଡ଼ରେ ପହଞ୍ଚିଛନ୍ତି ଜେଠଓ୍ୱା । କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଅସୁସ୍ଥ ଥିବାରୁ ଜେଠଓ୍ୱା ତଦନ୍ତର ତଦାରଖ କରୁଛନ୍ତି ।

ଗତକାଲିଠାରୁ ନୟାଗଡ଼ରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି । ଜେଠଓ୍ୱା ଆଜି ସେହି ଟିମ୍ ଓ ନୟାଗଡ଼ ଏସ୍‌ପିଙ୍କ ସହ ଆଲୋଚନା କରିବେ ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ବିଧାନସଭା ଆଗରେ ପରୀର ବାପାମା’ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହାକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିଲା । ପରୀର ବାପା ମା’ ଘଟଣା ପାଇଁ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟୀ କରିଥିବାରୁ ମନ୍ତ୍ରୀଙ୍କୁ ବହିଷ୍କାର କରିବା ଲାଗି ବିରୋଧୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଏହାପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ବିରୋଧୀ  ଏହି ଘଟଣାର SIT ତଦନ୍ତ ଦାବି କରୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ SIT ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗୃହ କାର୍ଯ୍ୟରେ ସାମିଲ ହେବାକୁ ସମସ୍ତ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story