କରୋନା ମୁକାବିଲା ଚିନ୍ତା; ସତର୍କତା ଅବଲମ୍ବନ କରିବାକୁ ସରକାର ଦେଲେ ପରାମର୍ଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚୀନରେ କାୟା ବିସ୍ତାର କରିଥିବା କରୋନା ଭୂତାଣୁ ଯୋଗୁ ସମଗ୍ର ବିଶ୍ୱବାସୀ ଆତଙ୍କିତ ଅଛନ୍ତି। ଚୀନ ବ୍ୟତୀତ ଏସିଆ, ୟୁରୋପ ଉତ୍ତର ଆମେରିକା ମହାଦେଶକୁ ମଧ୍ୟ ଏହି ଘାତକ ଭାଇରାସ ବ୍ୟାପିଛି।  ଓଡ଼ିଶାରେ କେହି ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇ ନ ଥିବା ସତ୍ତ୍ୱେ ରାଜ୍ୟବାସୀ ଭୟଭୀତ ରହୁଥିବାରୁ ଏହାର ମୁକାବିଲା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କିଛି ପରାମର୍ଶ ଦିଆଯାଇଛି। –ସାବୁନରେ ଭଲ ଭାବେ ହାତ […]

corona-1

corona-1

Niharika Rout
  • Published: Tuesday, 28 January 2020
  • Updated: 28 January 2020, 12:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚୀନରେ କାୟା ବିସ୍ତାର କରିଥିବା କରୋନା ଭୂତାଣୁ ଯୋଗୁ ସମଗ୍ର ବିଶ୍ୱବାସୀ ଆତଙ୍କିତ ଅଛନ୍ତି। ଚୀନ ବ୍ୟତୀତ ଏସିଆ, ୟୁରୋପ ଉତ୍ତର ଆମେରିକା ମହାଦେଶକୁ ମଧ୍ୟ ଏହି ଘାତକ ଭାଇରାସ ବ୍ୟାପିଛି।  ଓଡ଼ିଶାରେ କେହି ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇ ନ ଥିବା ସତ୍ତ୍ୱେ ରାଜ୍ୟବାସୀ ଭୟଭୀତ ରହୁଥିବାରୁ ଏହାର ମୁକାବିଲା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କିଛି ପରାମର୍ଶ ଦିଆଯାଇଛି।

-ସାବୁନରେ ଭଲ ଭାବେ ହାତ ଧୋଇବା ସହିତ କାଶ ବା ଛିଙ୍କ ସମୟରେ ନାକ ଓ ମୁହଁକୁ ରୁମାଲରେ ଘୋଡ଼ାଇ ରଖ।

- ସର୍ଦ୍ଦି ଓ କାଶ ହେଉଥିବା ଲୋକଙ୍କଠାରୁ ନିଜକୁ ଦୂରେଇ ରଖ।

-  ମାଂସ ଓ ଅଣ୍ଡା ଖାଉଥିଲେ, ତାକୁ ଭଲ ଭାବେ ସିଝାଇ ଖାଅ।

 -ବନ୍ୟପ୍ରାଣୀ କିମ୍ବା ଫାର୍ମ ପ୍ରାଣୀଙ୍କ ସଂସ୍ପର୍ଶରେ ଆସିବା ବେଳେ ସତର୍କତା ଅବଲମ୍ବନ କର।

ଏହାବ୍ୟତୀତ ଯେଉଁମାନେ ଜାନୁଆରୀ ପହିଲାରୁ ଚୀନ ଯାତ୍ରା କରିଥିବେ, ସେମାନଙ୍କୁ ଯଦି ଜ୍ୱର, କାଶ ହୁଏ ଓ ନିଶ୍ୱାସ ନେବାରେ କଷ୍ଟ ହେଉଥାଏ, ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସରକାରୀ ମେଡିକାଲ କଲେଜ କିମ୍ବା କ୍ୟାପିଟାଲ ହସ୍ପିଟାଲରେ ଶୀଘ୍ର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ଅନୁରୋଧ କରାଯାଇଛି । କରୋନା ଭୂତାଣୁ ସଂକ୍ରମଣ ଜନିତ କୌଣସି ସୂଚନା ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ଅଧିକାରୀଙ୍କୁ  0674-2390466 ଓ ମୋବାଇଲ  ନମ୍ବର-9439994857ରେ ଯୋଗାଯୋଗ କରିବାକୁ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story