ବିଜେପୁରବାସୀଙ୍କୁ ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବି: ରୀତା

<p>ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ&nbsp;ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଭୋଟ୍&zwnj;ରେ ପରାସ୍ତ କରିଛନ୍ତି। ବିଜୟ ପରେ ରୀତା ବିଜେପୁରବାସୀ ଓ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି। ବିଜେପୁରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାକୁ ସେ ପୂରଣ କରିବେ ବୋଲି କହିଛନ୍ତି।</p> <p>ବିଜୟ ପରେ ଅଧିକ କ&rsquo;ଣ କହୁଛନ୍ତି ରୀତା ଦେଖନ୍ତୁ ଭିଡିଓ।</p>

Ordigital Desk
  • Published: Wednesday, 28 February 2018
  • Updated: 28 February 2018, 06:00 PM IST

Sports

Latest News

<p>ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ&nbsp;ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଭୋଟ୍&zwnj;ରେ ପରାସ୍ତ କରିଛନ୍ତି। ବିଜୟ ପରେ ରୀତା ବିଜେପୁରବାସୀ ଓ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି। ବିଜେପୁରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାକୁ ସେ ପୂରଣ କରିବେ ବୋଲି କହିଛନ୍ତି।</p><p>ବିଜୟ ପରେ ଅଧିକ କ&rsquo;ଣ କହୁଛନ୍ତି ରୀତା ଦେଖନ୍ତୁ ଭିଡିଓ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos