ମାଟ୍ରିକ ଖାତା ଦେଖିବା ପାଇଁ ଶିକ୍ଷକଙ୍କୁ ଛାଡ଼ୁ ନାହାଁନ୍ତି ଆନ୍ଦୋଳନରତ ଶିକ୍ଷକ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ମାଟ୍ରିକ ଖାତା ମୂଲ୍ୟାୟନକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ମୂଲ୍ୟାୟନ କେନ୍ଦ୍ର ଭିତରକୁ ଶିକ୍ଷକଙ୍କୁ ଛାଡୁ ନାହାନ୍ତି ଆନ୍ଦୋଳନରତ ଶିକ୍ଷକ। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିଛି। କିଛି ସ୍ଥାନରେ ସେଣ୍ଟରର ମୁଖ୍ୟ ଗେଟରେ ତାଲା ପକାଇ ଆନ୍ଦୋଳନରତ ଶିକ୍ଷକମାନେ ମୂଲ୍ୟାୟନ କରିବାକୁ ଆସୁଥିବା ଶିକ୍ଷକଙ୍କୁ ବାଧା ଦେଇଛନ୍ତି। ଦଫା ଦାବି ପୂରଣ ନହେବା ଯାଏଁ ମାଟ୍ରିକ ଖାତା ଦେଖିବେ ନାହିଁ ବୋଲି ଆନ୍ଦୋଳନରତ […]

66

Rakesh Mallick
  • Published: Tuesday, 20 March 2018
  • , Updated: 20 March 2018, 10:38 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ମାଟ୍ରିକ ଖାତା ମୂଲ୍ୟାୟନକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ମୂଲ୍ୟାୟନ କେନ୍ଦ୍ର ଭିତରକୁ ଶିକ୍ଷକଙ୍କୁ ଛାଡୁ ନାହାନ୍ତି ଆନ୍ଦୋଳନରତ ଶିକ୍ଷକ। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିଛି। କିଛି ସ୍ଥାନରେ ସେଣ୍ଟରର ମୁଖ୍ୟ ଗେଟରେ ତାଲା ପକାଇ ଆନ୍ଦୋଳନରତ ଶିକ୍ଷକମାନେ ମୂଲ୍ୟାୟନ କରିବାକୁ ଆସୁଥିବା ଶିକ୍ଷକଙ୍କୁ ବାଧା ଦେଇଛନ୍ତି। ଦଫା ଦାବି ପୂରଣ ନହେବା ଯାଏଁ ମାଟ୍ରିକ ଖାତା ଦେଖିବେ ନାହିଁ ବୋଲି ଆନ୍ଦୋଳନରତ ଶିକ୍ଷକ ନିଷତ୍ତି ନେଇଛନ୍ତି।

Related story