ଅଗଷ୍ଟ ୧୯ରେ ବିଧାନସଭା ଘେରିବେ ବ୍ଲକଗ୍ରାଣ୍ଟ ଶିକ୍ଷକ: ଏସଟିଏଫଓ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ (ଏସଟିଏଫଓ) ଆହ୍ୱାନ କ୍ରମେ ପୂର୍ଣ୍ଣ ଅନୁଦାନ ଓ ଛାତ୍ରଛାତ୍ରୀଙ୍କୁ ସମାନ ସରକାରୀ ସୁବିଧା ଯୋଗାଇବା ଦାବିରେ ରାଜ୍ୟର ୪୦୦ ବିଦ୍ୟାଳୟରେ ଅଗଷ୍ଟ ୧୦ରୁ ତାଲା ଝୁଲୁଛି । ୬ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାହତ ହେଉଛି । ମାତ୍ର ସରକାର ଏହାର ସମାଧାନ କରିବା ପରିବର୍ତ୍ତେ ନୀରବ ଦ୍ରଷ୍ଟା ସାଜିଛନ୍ତି । ଏହାର ପ୍ରତିବାଦରେ ଏହି ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ଅଗଷ୍ଟ ୧୯ ତାରିଖରେ ବିଧାନସଭା ଘେରାଉ କରିବେ । ଏହାସହ […]

teacher

teacher

Rakesh Mallick
  • Published: Monday, 17 August 2015
  • Updated: 17 August 2015, 12:10 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ (ଏସଟିଏଫଓ) ଆହ୍ୱାନ କ୍ରମେ ପୂର୍ଣ୍ଣ ଅନୁଦାନ ଓ ଛାତ୍ରଛାତ୍ରୀଙ୍କୁ ସମାନ ସରକାରୀ ସୁବିଧା ଯୋଗାଇବା ଦାବିରେ ରାଜ୍ୟର ୪୦୦ ବିଦ୍ୟାଳୟରେ ଅଗଷ୍ଟ ୧୦ରୁ ତାଲା ଝୁଲୁଛି । ୬ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାହତ ହେଉଛି । ମାତ୍ର ସରକାର ଏହାର ସମାଧାନ କରିବା ପରିବର୍ତ୍ତେ ନୀରବ ଦ୍ରଷ୍ଟା ସାଜିଛନ୍ତି । ଏହାର ପ୍ରତିବାଦରେ ଏହି ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ଅଗଷ୍ଟ ୧୯ ତାରିଖରେ ବିଧାନସଭା ଘେରାଉ କରିବେ । ଏହାସହ ଶିକ୍ଷକମାନେ ଅହୋରାତ୍ର ଧାରଣା ଦେବେ ବୋଲି ମହାସଂଘର ମୁଖ୍ୟ ଆବାହକ ତଥା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ଅଗଷ୍ଟା ୧୦ରୁ ୪ହଜାର ବିଦ୍ୟାଳୟର ୪୦ହଜାର ଶିକ୍ଷକ ସ୍କୁଲକୁ ନ ଯାଇ ନିଜ ଅଞ୍ଚଳର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛନ୍ତି । ଏହାସହ ସେମାନେ ନିଜ ଉପସ୍ଥାନ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଦାନ କରୁଛନ୍ତି । ଶିକ୍ଷକମାନେ ଦାବି କରୁଛନ୍ତି ଯେ, ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ୧୯୯୪ ଅନୁଦାନ ଆଇନ ଅନୁସାରେ ପୂର୍ଣ୍ଣ ଅନୁଦାନ ଓ ପ୍ରତ୍ୟାଶୀ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରାଯାଉ । ଏହା ମଧ୍ୟରେ ୭ଦିନ ବିତିଯାଇଥିବା ବେଳେ ବିଦ୍ୟାଳୟଗୁଡିକରେ ପାଠପଢା ଠପ ହୋଇଯାଇଛି ।

ସଂଘ ପକ୍ଷରୁ କୁହାଯାଇଛି, ୧୯ତାରିଖରେ ଶିକ୍ଷକମାନେ ଏକ ଶୋଭାଯାତ୍ରାରେ ଆସି ବିଧାନସଭା ଅବରୋଧ କରିବା ସହ ଅହୋରାତ୍ର ଧାରଣା ଦେବେ । ସରକାର କୌଣସି ପଦକ୍ଷେପ ନ ନେଲେ ୨୦ ତାରିଖଠାରୁ ନିଜ ଅଞ୍ଚଳର ବିଧାୟକଙ୍କୁ ଘେରାଉ କରି ସେମାନଙ୍କୁ ନିଜ ଉପସ୍ଥାନ ଦେବେ । ସରକାର ଯେ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଦାନ ପ୍ରଦାନ ନ କରିଛନ୍ତି ଶିକ୍ଷକମାନେ ବିଦ୍ୟାଳୟକୁ ଫେରିବେ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story