ଏୟାର ଇଣ୍ଡିଆ ବିମାନର ଚକା ଫାଟିଲା

ଭୁବନେଶ୍ୱର: ନୂଆଦିଲ୍ଲୀରୁ ଆସୁଥିବା ଏୟାର ଇଣ୍ଡିଆ AI-075 ବିମାନର ଚକା ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଫାଟିଛି। ମାତ୍ର ଏଥିରେ କୌଣସି ଅଘଟଣ ଘଟିନି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଛି। ବିମାନ ମରାମତି ପରେ ଯାତ୍ରା ଆରମ୍ଭ କରିଛି ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

bbsr12

Rakesh Mallick
  • Published: Wednesday, 03 August 2016
  • , Updated: 03 August 2016, 06:44 PM IST

Related story