ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ବନ୍ଦ ରହିବ ଔଷଧ ଦୋକାନ

ଭୁବନେଶ୍ୱର: ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ରାଜ୍ୟ ସମ୍ପାଦକ ଚୌଧୁରୀ ପ୍ରବୀର ଦାସଙ୍କ ଦେହାନ୍ତ ଯୋଗୁଁ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ  ଔଷଧ ଦୋକାନ ବନ୍ଦ ରହିବ ବୋଲି ସଂଘ ନିଷ୍ପତ୍ତି ନେଇଛି। ଗତକାଲି  ଅସୁସ୍ଥତା ଯୋଗୁଁ  ପ୍ରବୀର ଦାସଙ୍କ ପରଲୋକ ହୋଇଥିଲା। ଏଥିପାଇଁ ଆଜି ସକାଳ ୬ଟାରୁ ଔଷଧ ଦୋକାନ ବନ୍ଦ ରହିଛି। ଅନ୍ୟପକ୍ଷରେ ମେଡିକାଲ ପରିସରରେ ଥିବା ଔଷଧ ଦୋକାନ ଖୋଲା ରହିବ ।

medicine-Store

Rakesh Mallick
  • Published: Wednesday, 04 May 2016
  • , Updated: 04 May 2016, 04:03 AM IST

ଭୁବନେଶ୍ୱର: ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ରାଜ୍ୟ ସମ୍ପାଦକ ଚୌଧୁରୀ ପ୍ରବୀର ଦାସଙ୍କ ଦେହାନ୍ତ ଯୋଗୁଁ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ  ଔଷଧ ଦୋକାନ ବନ୍ଦ ରହିବ ବୋଲି ସଂଘ ନିଷ୍ପତ୍ତି ନେଇଛି। ଗତକାଲି  ଅସୁସ୍ଥତା ଯୋଗୁଁ  ପ୍ରବୀର ଦାସଙ୍କ ପରଲୋକ ହୋଇଥିଲା। ଏଥିପାଇଁ ଆଜି ସକାଳ ୬ଟାରୁ ଔଷଧ ଦୋକାନ ବନ୍ଦ ରହିଛି।

ଅନ୍ୟପକ୍ଷରେ ମେଡିକାଲ ପରିସରରେ ଥିବା ଔଷଧ ଦୋକାନ ଖୋଲା ରହିବ ।

Related story