ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍‌

ସମ୍ୱଲପୁର: ଆଜି ସକାଳେ ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍‌ ଖୋଲାଯାଇଛି। ଫଳରେ ମୋଟ ୧୨ଟି ଗେଟ୍‌  ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗେଟ୍‌ ଖୋଲାଯାଇଛି। ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ  ଆଜି ସକାଳେ ୬ଟା ସୁଦ୍ଧା ଡ୍ୟାମ୍‌ର ଜଳସ୍ତର ୬୨୪.୮୯ ଫୁଟ୍‌ ରହିଛି। ଜଳଭଣ୍ଡାରକୁ ୧,୯୧୦୦୦,୫୯୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୨,୧୩୦୦୦, ୬୮୯ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଇଛି। ଏହାକୁ ମିଶାଇ ହୀରାକୁଦରୁ […]

hirakuda-sambulpur

hirakuda-sambulpur

Rakesh Mallick
  • Published: Thursday, 15 September 2016
  • Updated: 15 September 2016, 10:59 AM IST

Sports

Latest News

ସମ୍ୱଲପୁର: ଆଜି ସକାଳେ ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍‌ ଖୋଲାଯାଇଛି। ଫଳରେ ମୋଟ ୧୨ଟି ଗେଟ୍‌  ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗେଟ୍‌ ଖୋଲାଯାଇଛି।

ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ  ଆଜି ସକାଳେ ୬ଟା ସୁଦ୍ଧା ଡ୍ୟାମ୍‌ର ଜଳସ୍ତର ୬୨୪.୮୯ ଫୁଟ୍‌ ରହିଛି। ଜଳଭଣ୍ଡାରକୁ ୧,୯୧୦୦୦,୫୯୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୨,୧୩୦୦୦, ୬୮୯ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଇଛି। ଏହାକୁ ମିଶାଇ ହୀରାକୁଦରୁ ତୃତୀୟ ପର୍ଯ୍ୟାୟ ବନ୍ୟାଜଳ ଛଡ଼ା ଯାଇଛି। ଏ ନେଇ କୌଣସି ବନ୍ୟା ଆଶଙ୍କା ନ ଥିବା କୁହାଯାଇଛି।

ପରିସ୍ଥିତିକୁ ଦେଖି ଆଉ ଗୋଟିଏ ଗେଟ୍‌ ଖୋଲାଯିବ କି ନାହିଁ ତାହା ସ୍ଥିର କରାଯିବ ବୋଲି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story