ଆଜିଠୁ ରାଜ୍ୟର ସବୁ ସ୍କୁଲ ସକାଳୁଆ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଟାଣ ଖରାକୁ ଦୃଷ୍ଟିରେ ରଖି ଆଜିଠାରୁ ସମସ୍ତ ସ୍କୁଲ ସକାଳୁଆ କରାଯାଇଛି। ଏନେଇ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ଦିନ ୧୧ଟା ସୁଦ୍ଧା କ୍ଲାସ ସାରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଂଶୁଘାତରୁ ରକ୍ଷା ପାଇ‍ବା ପାଇଁ ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଛି।

school (1)

Rakesh Mallick
  • Published: Monday, 03 April 2017
  • , Updated: 03 April 2017, 12:11 PM IST

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଟାଣ ଖରାକୁ ଦୃଷ୍ଟିରେ ରଖି ଆଜିଠାରୁ ସମସ୍ତ ସ୍କୁଲ ସକାଳୁଆ କରାଯାଇଛି। ଏନେଇ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ଦିନ ୧୧ଟା ସୁଦ୍ଧା କ୍ଲାସ ସାରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅଂଶୁଘାତରୁ ରକ୍ଷା ପାଇ‍ବା ପାଇଁ ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଛି।

Related story