ଅକ୍ଟୋବର ୧ ସୁଦ୍ଧା ରାଜ୍ୟରେ କାର୍ଯ୍ୟକାରୀ ହେବ ଖାଦ୍ୟ ସୁରକ୍ଷା ଆଇନ

ଭୁବନେଶ୍ୱର: ଅକ୍ଟୋବର ୧ ତାରିଖ ସୁଦ୍ଧା ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହେବ। ଏଥିପାଇଁ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ ବୋଲି ଖାଦ୍ୟ ଯୋଗାଣ ସଚିବ ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ରାଜ୍ୟରେ ୧ କୋଟି ୪ ଲକ୍ଷ ପରିବାର ପଞ୍ଜିକରଣ କରିଛନ୍ତି। ଏହି ସବୁ ପରିବାରର ସଦସ୍ୟ ସଂଖ୍ୟା ୩କୋଟି ୯୩ଲକ୍ଷ ବୋଲି ସେ ସୂଚନା ଦେଇଛନ୍ତି ।

deogarh1

Rakesh Mallick
  • Published: Wednesday, 08 July 2015
  • , Updated: 08 July 2015, 11:53 AM IST

Related story