କାଲି ବିଜେପିରେ ମିଶିବେ ବିଜେଡିର ପୂର୍ବତନ ବିଧାୟକ ଅଲେଖ ଜେନା

କେନ୍ଦ୍ରାପଡ଼ା: ଆସନ୍ତାକାଲି କେନ୍ଦ୍ରାପଡ଼ାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏଥିରେ ବିଜେଡିର ପୂର୍ବତନ ବିଧାୟକ ଅଲେଖ ଜେନାଙ୍କ ସହ ବିଜେଡି ଓ କଂଗ୍ରେସର ୧୫ହଜାର କର୍ମୀ ବିଜେପିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅଲେଖ ବିଜେପିରେ ମିଶିବେ। ପଟ୍ଟାମୁଣ୍ଡାଇ ସହରର କଷଣା ପଡ଼ିଆରେ ଏହି ମିଶ୍ରଣ ପର୍ବ ଆୟୋଜିତ ହେବ। ଏହି ମିଶ୍ରଣ ପର୍ବରେ ପ୍ରାୟ ୩୦ ହଜାର କର୍ମୀ ଯୋଗ  ଦେବାର କାର୍ଯ୍ୟକ୍ରମ ରହିଛି।

Rakesh Mallick
  • Published: Friday, 27 October 2017
  • , Updated: 27 October 2017, 10:22 AM IST

Related story