କଂଗ୍ରେସ ବିଧାୟକଙ୍କ ନାଁରେ ଥାନାରେ ମାମଲା

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ନାଁରେ ଥାନାରେ ମାମଲା। ଏକ ନିର୍ଦ୍ଦିଷ୍ଟ ଧର୍ମ  ବିରୋଧରେ ବିଷୋଦଗାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ସମାଜସେବୀ ଗଙ୍ଗାଧର ନନ୍ଦ। କୃଷ୍ଣ ଶଗରିଆଙ୍କ ସମେତ ୪ ଜଣଙ୍କ ନାଁରେ ଲକ୍ଷ୍ମୀପୁର ଥାନାରେ ମାମଲା ରୁଜୁ ହୋଇଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହା ପଛରେ କଂଗ୍ରେସ ଓ ଆର୍‌ଏସ୍‌ଏସ୍‌ର କିଛି ଚକ୍ରାନ୍ତକାରୀ ରହିଥିବା ବିଧାୟକ କୃଷ୍ଣଚନ୍ଦ୍ର  ଶଗରିଆ କହିଛନ୍ତି। ଏପରିକି ସେ ଜୟପୁର […]

aligation

Rakesh Mallick
  • Published: Friday, 01 June 2018
  • , Updated: 01 June 2018, 08:49 PM IST

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ନାଁରେ ଥାନାରେ ମାମଲା। ଏକ ନିର୍ଦ୍ଦିଷ୍ଟ ଧର୍ମ  ବିରୋଧରେ ବିଷୋଦଗାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ସମାଜସେବୀ ଗଙ୍ଗାଧର ନନ୍ଦ। କୃଷ୍ଣ ଶଗରିଆଙ୍କ ସମେତ ୪ ଜଣଙ୍କ ନାଁରେ ଲକ୍ଷ୍ମୀପୁର ଥାନାରେ ମାମଲା ରୁଜୁ ହୋଇଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହା ପଛରେ କଂଗ୍ରେସ ଓ ଆର୍‌ଏସ୍‌ଏସ୍‌ର କିଛି ଚକ୍ରାନ୍ତକାରୀ ରହିଥିବା ବିଧାୟକ କୃଷ୍ଣଚନ୍ଦ୍ର  ଶଗରିଆ କହିଛନ୍ତି। ଏପରିକି ସେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାଁ ନେବା ସହ ଘଟଣା ସମ୍ପର୍କରେ ଏଆଇସିସି ଓ ରାହୁଲ ଗାନ୍ଧିଙ୍କୁ ଜଣାଇଥିବା କହିଛନ୍ତି। ଏହାକୁ ତାରା ଖଣ୍ଡନ କରିଛନ୍ତି।

Related story