ଲକ୍‌ଡାଉନ୍‌ ପରେ କେବେ ହେବ ପିଲାଙ୍କ ପରୀକ୍ଷା ? ମନ୍ତ୍ରୀ ରଖିଲେ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌-୧୯ ପାଇଁ ଚାଲିଛି ଲକଡାଉନ୍‌। ତେବେ କରୋନା ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ ଅଛନ୍ତି। କେବେ ହେବ ଏନ୍‌ଟ୍ରାନ୍ସ ? କେବେ ହେବ ବାକିଥିବା ସେମିଷ୍ଟାର ? ଏନେଇ ଉତ୍ତର ରଖିଛନ୍ତି  ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ସେ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ ସରକାର ଉଚ୍ଚ ଶିକ୍ଷା ବିଭାଗକୁ କ୍ରିଟିକାଲ ଡିପାର୍ଟମେଣ୍ଟ  ହିସାବରେ ଘୋଷଣା କରିଛନ୍ତି। ଆସନ୍ତା ୨୦ ତାରିଖରେ କ୍ଲାସ ୱାନ୍‌ ଅଫିସରମାନେ ଅଫିସ ଆସିବେ। ତେବେ ପିଲାଙ୍କ ପରୀକ୍ଷା […]

7690

7690

Tapas Behera
  • Published: Saturday, 18 April 2020
  • Updated: 18 April 2020, 05:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌-୧୯ ପାଇଁ ଚାଲିଛି ଲକଡାଉନ୍‌। ତେବେ କରୋନା ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ ଅଛନ୍ତି। କେବେ ହେବ ଏନ୍‌ଟ୍ରାନ୍ସ ? କେବେ ହେବ ବାକିଥିବା ସେମିଷ୍ଟାର ? ଏନେଇ ଉତ୍ତର ରଖିଛନ୍ତି  ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ସେ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ ସରକାର ଉଚ୍ଚ ଶିକ୍ଷା ବିଭାଗକୁ କ୍ରିଟିକାଲ ଡିପାର୍ଟମେଣ୍ଟ  ହିସାବରେ ଘୋଷଣା କରିଛନ୍ତି। ଆସନ୍ତା ୨୦ ତାରିଖରେ କ୍ଲାସ ୱାନ୍‌ ଅଫିସରମାନେ ଅଫିସ ଆସିବେ। ତେବେ ପିଲାଙ୍କ ପରୀକ୍ଷା ନେଇ ପ୍ରଶ୍ନ ହେବାରୁ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ଜୁନ୍‌ ୧୭ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ତେଣୁ ଲକଡାଉନ୍‌ ଖୋଲିବା ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେଣୁ ଜୁନ୍‌ ୧୭ ତାରିଖ ପରେ ଯେ କୌଣସି ସମୟରେ ସେମିଷ୍ଟାର, ଫାନାଲ ସେମିଷ୍ଟାର ଓ ଅନ୍ୟାନ୍ୟ ପରୀକ୍ଷା କରାଯିବ। ସେଥିପାଇଁ ଏକ ସିଡ୍ୟୁଲ ତିଆରି ହେବ ଏବଂ ସେଥିପାଇଁ କିଛି ଦିନ ଅପେକ୍ଷା କରିବାକୁ ହେବ। ଏହାରି ଭତରେ ୟୁଜିସି ଏକ ସାତଜଣିଆ କମିଠି ଗଠନ କରିଛନ୍ତି। ସେ ରିପୋର୍ଟ ବହୁ ଶୀର୍ଘ ଆସିବ। ରିପୋର୍ଟ ଆସିଲା ପରେ ବିଭିନ୍ନ ଏନ୍‌ଟ୍ରାନ୍ସ ବିଷୟରେ ପଦକ୍ଷେପ ନିଆଯିବ।  ତେଣୁ ଏବେ କରୋନା ନେଇ ଯେଉଁ ପରିସ୍ଥିତି ଅଛି ଏହା ଭିତରେ କୌଣସି ପରୀକ୍ଷା କରିବା ସମ୍ଭବ ନୁହଁ।

ତେଣୁ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି ସେମାନେ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ରୁହନ୍ତୁ। ଯେକୌଣସି ସମୟରେ ପରୀକ୍ଷା ହୋଇପାରେ। ଆଉ କିଛି ଦିନ ପରେ ଏ ସମ୍ପର୍କରେ ସମସ୍ତ କୂଳପତିମାନଙ୍କୁ ଡକାଯାଇ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story