‘ୱାଇଫାଇ ଜୋନକୁ ଆସିବ ପଞ୍ଚାୟତ: ସାଂସଦ ବୈଜୟନ୍ତଙ୍କ ପ୍ରଶ୍ନ, ଟେଲିକମ୍‌ ମନ୍ତ୍ରୀଙ୍କ ଉତ୍ତର

ନୂଆଦିଲ୍ଲୀ: ଦେଶର ସବୁ ପଞ୍ଚାୟତରେ ମିଳିବ ୱାଇଫାଇ ସେବା। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକସଭାରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏକ ପଶ୍ନର ଉତ୍ତରରେ ଏହା କହିଛନ୍ତି ଟେଲିକମ୍‌ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ  ମନୋଜ ସିହ୍ନା। ଦେଶର ସବୁ ପଞ୍ଚାୟତକୁ ବ୍ରଡ୍‌ବ୍ୟାଣ୍ଡ ପହଞ୍ଚାଇବା ଲକ୍ଷ୍ୟରେ ଭାରତ ନେଟ୍‌ ଯୋଜନା କାର୍ଯ୍ୟକାରୀ ହେଉଛି। ତେବେ ସବୁ ପଞ୍ଚାୟତରେ ୱାଇଫାଇ ସେବା ପହଞ୍ଚାଇବା ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ସାଂସଦ ପଣ୍ଡା ଏହି ପ୍ରଶ୍ନ ପଚାରିଥିଲେ।

mobil phone in village

Rakesh Mallick
  • Published: Wednesday, 15 March 2017
  • , Updated: 15 March 2017, 01:18 PM IST

ନୂଆଦିଲ୍ଲୀ: ଦେଶର ସବୁ ପଞ୍ଚାୟତରେ ମିଳିବ ୱାଇଫାଇ ସେବା। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକସଭାରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏକ ପଶ୍ନର ଉତ୍ତରରେ ଏହା କହିଛନ୍ତି ଟେଲିକମ୍‌ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ  ମନୋଜ ସିହ୍ନା।

ଦେଶର ସବୁ ପଞ୍ଚାୟତକୁ ବ୍ରଡ୍‌ବ୍ୟାଣ୍ଡ ପହଞ୍ଚାଇବା ଲକ୍ଷ୍ୟରେ ଭାରତ ନେଟ୍‌ ଯୋଜନା କାର୍ଯ୍ୟକାରୀ ହେଉଛି। ତେବେ ସବୁ ପଞ୍ଚାୟତରେ ୱାଇଫାଇ ସେବା ପହଞ୍ଚାଇବା ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ସାଂସଦ ପଣ୍ଡା ଏହି ପ୍ରଶ୍ନ ପଚାରିଥିଲେ।

Related story