କାଲି ଖୋଲିବ ସ୍କୁଲ

Ordigital Desk
  • Published: Monday, 25 June 2018
  • , Updated: 25 June 2018, 10:17 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍&zwnj;। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରୀଷ୍ମକାଳୀନ ଛୁଟିକୁ ଜୁନ୍ ୨୫ ଯାଏଁ ଘୁଞ୍ଚାଇ ଥିଲେ। ଏପ୍ରିଲ୍ ୨୫ରୁ ସ୍କୁଲ୍ ଗୁଡିକରେ ଗ୍ରୀଷ୍ମଅବକାଶ ହୋଇଥିଲା। ତେବେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ଦୁଇ ଥର ତାରିଖ ଘୁଞ୍ଚାଇଥିଲେ। ଏପଟେ ସ୍କୁଲ୍ ଖୋଲିବା ପରେ କର୍ତ୍ତୃପକ୍ଷ ସେଫ୍ଟି ଗାଇଡଲାଇନ୍ ଫଲୋ କରିବା ପାଇଁ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।</p>

Related story