ରୋଗୀଙ୍କୁ ଛାଡ଼ି ଫେରୁଥିଲା ବେଳେ ଓଲଟି ପଡ଼ିଲା ଜନନୀ ଏକ୍ସପ୍ରେସ୍‌

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଗୁଡ଼ିଖାଳ ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ୧୦୨ ଜନନୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ୧୦୨ ଜନନୀ ଏକ୍ସପ୍ରେସ୍‌ ଜଣେ ରୋଗୀଙ୍କୁ ବାଲେଶ୍ୱର ହସ୍ପିଟାଲରେ ଛାଡ଼ି ଭୋଗରାଇ ଫେରୁଥିଲା। ତେବେ ଜାତୀୟ ରାଜପଥରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା।

ambulance

ambulance

Niharika Rout
  • Published: Tuesday, 28 January 2020
  • Updated: 28 January 2020, 10:59 AM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଗୁଡ଼ିଖାଳ ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ୧୦୨ ଜନନୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଏହି ୧୦୨ ଜନନୀ ଏକ୍ସପ୍ରେସ୍‌ ଜଣେ ରୋଗୀଙ୍କୁ ବାଲେଶ୍ୱର ହସ୍ପିଟାଲରେ ଛାଡ଼ି ଭୋଗରାଇ ଫେରୁଥିଲା। ତେବେ ଜାତୀୟ ରାଜପଥରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story