ରୋଗୀକୁ ନେଇ ଯାଉଥିଲା ଆମ୍ବୁଲାନ୍ସ; ପିଟିଲା ପିକ୍‌ଅପ୍‌

ସୋର( ଶଶିକାନ୍ତ ବେହେରା); ‍ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଓଭରବ୍ରିଜ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି।  ସୋର ଅଞ୍ଚଳର ଜଣେ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ବାଲେଶ୍ୱର ଡାକ୍ତରଖାନା ନିଆଯାଉଥିଲା। ମାତ୍ର  ଖନ୍ତାପଡ଼ାରେ ଏକ ଗୋରୁ ବୋଝେଇ ପିକଅପ୍‌ ପଛରୁ ଆମ୍ବୁଲାନ୍ସକୁ ପିଟି ଦେଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଉକ୍ତ ଯୁବତୀଙ୍କ ସମେତ ତାଙ୍କ ବାପାମା’ ମଧ୍ୟ ଗୁରୁତର ହୋଇଛନ୍ତି।  ଗୁରୁତର […]

soro-1..1

soro-1..1

Niharika Rout
  • Published: Monday, 23 September 2019
  • Updated: 23 September 2019, 11:33 AM IST

Sports

Latest News

ସୋର( ଶଶିକାନ୍ତ ବେହେରା); ‍ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଓଭରବ୍ରିଜ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି।  ସୋର ଅଞ୍ଚଳର ଜଣେ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ବାଲେଶ୍ୱର ଡାକ୍ତରଖାନା ନିଆଯାଉଥିଲା। ମାତ୍ର  ଖନ୍ତାପଡ଼ାରେ ଏକ ଗୋରୁ ବୋଝେଇ ପିକଅପ୍‌ ପଛରୁ ଆମ୍ବୁଲାନ୍ସକୁ ପିଟି ଦେଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଉକ୍ତ ଯୁବତୀଙ୍କ ସମେତ ତାଙ୍କ ବାପାମା’ ମଧ୍ୟ ଗୁରୁତର ହୋଇଛନ୍ତି।  ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ନେବାରୁ ଜଣାଯାଇଛି, ଭଦ୍ରକରୁ ଗୋଟିଏ ଗୋରୁ ବୋଝେଇ ପିକ୍‌ଅପ୍‌  ଜଳେଶ୍ୱର ଆଡକୁ ଯାଉଥିଲା। ପିକ୍‌ଅପ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଖନ୍ତାପଡ଼ା ଓଭରବ୍ରିଜ ନିକଟରେ  ଏକ ଆମ୍ବଲାନ୍ସକୁ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଗୁରୁତର ୩ ଜଣଙ୍କୁ ବାଲେଶ୍ୱର ପଠାଇ ଦିଆଯାଇଛି। ହେଲେ ସେମାନଙ୍କ ପରିଚୟ ଜଣା ପଡ଼ିନାହିଁ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ପିକ୍‌ଅପ୍‌କୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି।  ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story