ଆମେରିକାରେ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶାର ସରିତା ବିଜୟୀ

ଭୁବନେଶ୍ୱର: ଆମେରିକାରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଓଡ଼ିଶାର ସରିତା ପଟ୍ଟନାୟକ। ତାଙ୍କ ଘର ଭୁବନେଶ୍ୱରର ରବି ଟକିଜ୍ ଅଞ୍ଚଳରେ। ସେ ଦୀର୍ଘ ଦିନ ହେବ ଆମେରିକାରେ ରହି ଆସୁଛନ୍ତି। ଏହି ସଫଳତା ପାଇଁ ସେ ତାଙ୍କ ସ୍ୱାମୀ ଓ ପରିବାରକୁ ଶ୍ରେୟ ଦେଇଛନ୍ତି। ଏହି ସଫଳତା ପରେ ସେ ମାଲେସିଆରେ ହେବାକୁ ଥିବା ମିସେସ୍ ୱାର୍ଲଡ୍‌ ପ୍ରତିଯୋଗିତାରେ ଭାଗ ନେବେ।

sarita-pattanaik

Rakesh Mallick
  • Published: Thursday, 02 February 2017
  • , Updated: 02 February 2017, 09:37 AM IST

ଭୁବନେଶ୍ୱର: ଆମେରିକାରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଓଡ଼ିଶାର ସରିତା ପଟ୍ଟନାୟକ। ତାଙ୍କ ଘର ଭୁବନେଶ୍ୱରର ରବି ଟକିଜ୍ ଅଞ୍ଚଳରେ। ସେ ଦୀର୍ଘ ଦିନ ହେବ ଆମେରିକାରେ ରହି ଆସୁଛନ୍ତି। ଏହି ସଫଳତା ପାଇଁ ସେ ତାଙ୍କ ସ୍ୱାମୀ ଓ ପରିବାରକୁ ଶ୍ରେୟ ଦେଇଛନ୍ତି।

ଏହି ସଫଳତା ପରେ ସେ ମାଲେସିଆରେ ହେବାକୁ ଥିବା ମିସେସ୍ ୱାର୍ଲଡ୍‌ ପ୍ରତିଯୋଗିତାରେ ଭାଗ ନେବେ।

Related story