ଅମିତ ଶାହ ଆସିବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଆସିବେ। ସେ ପୁରୀରେ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା ସମାବେଶରେ ଯୋଗ ଦେବେ। ରାଜ୍ୟ ମହିଳା ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା ଅମିତ ଶାହ ଓଡ଼ିଶା ଆସୁଥିବା ନେଇ ଏହି ସୂଚନା ଦେଇଛନ୍ତି।

amit

Tapaswini Nayak
  • Published: Tuesday, 11 September 2018
  • , Updated: 11 September 2018, 07:59 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଆସିବେ।
ସେ ପୁରୀରେ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା ସମାବେଶରେ ଯୋଗ ଦେବେ।

ରାଜ୍ୟ ମହିଳା ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା ଅମିତ ଶାହ ଓଡ଼ିଶା ଆସୁଥିବା ନେଇ ଏହି ସୂଚନା ଦେଇଛନ୍ତି।

Related story