ଆନନ୍ଦପୁର: ଭାଲୁ ଆକ୍ରମଣରେ ଜଣେ ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ସୋସ ଥାନା ଅନ୍ତର୍ଗତ ଜଡ଼ବାଙ୍କ ଗାଁରେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ବସନ୍ତ ପଦୁରିଆ। ଆଜି ସକାଳେ ବସନ୍ତ ଶୌଚ ପାଇଁ ଯିବା ବେଳେ ତିନୋଟି ଭାଲୁ ସହ ମୁହାଁମୁହିଁ ହୋଇଥିଲେ। ଖବର ଲେଖାଯିବା ସୁଦ୍ଧା ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ।

death

Rakesh Mallick
  • Published: Sunday, 10 July 2016
  • , Updated: 10 July 2016, 10:54 AM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ସୋସ ଥାନା ଅନ୍ତର୍ଗତ ଜଡ଼ବାଙ୍କ ଗାଁରେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ବସନ୍ତ ପଦୁରିଆ। ଆଜି ସକାଳେ ବସନ୍ତ ଶୌଚ ପାଇଁ ଯିବା ବେଳେ ତିନୋଟି ଭାଲୁ ସହ ମୁହାଁମୁହିଁ ହୋଇଥିଲେ।

ଖବର ଲେଖାଯିବା ସୁଦ୍ଧା ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ।

Related story