ଓଡ଼ିଶା ଜମି ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି

ନାରାୟଣପାଟଣା(ପି.ଗୋବିନ୍ଦରାଜୁ ସୁବୁଦ୍ଧି) ସୁଯୋଗ ଉଣ୍ଡି ଓଡ଼ିଶା ଭିତରକୁ ପଶି ଆସୁଛି । ଆନ୍ଧ୍ର କୋରାପୁଟର ନାରାୟଣପାଟଣା ପରେ ଲଙ୍ଗଲବେଡ଼ା ପଞ୍ଚାୟତରେ ବି ଚଳାଇଛି ଦାଦାଗିରି ଓଡ଼ିଶା ଜମିକୁ ନିଜର କହି ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ସୀମାନ୍ତ ଲୋକଙ୍କୁ ଜଙ୍ଗଲ ଜମି ପ୍ରମାଣ ଦେବା ପରେ ପଦାକୁ ଆସିଛି ରହସ୍ୟ । ନାରାୟଣପାଟଣା ତହସିଲଦାର ବି ସରଜମିନତଦନ୍ତ ତଦନ୍ତ କରି ଆନ୍ଧ୍ରର ଚାଲାକି ଧରିବା ପରେ ଜିଲ୍ଲାପାଳଙ୍କୁ ଉଭୟ ରାଜ୍ୟର ମିଳିତ ସୀମା ସର୍ଭେ ପାଇଁ ଅନୁରୋଧ […]

790-1

790-1

Tapas Behera
  • Published: Friday, 30 October 2020
  • Updated: 30 October 2020, 09:01 PM IST

Sports

Latest News

ନାରାୟଣପାଟଣା(ପି.ଗୋବିନ୍ଦରାଜୁ ସୁବୁଦ୍ଧି) ସୁଯୋଗ ଉଣ୍ଡି ଓଡ଼ିଶା ଭିତରକୁ ପଶି ଆସୁଛି । ଆନ୍ଧ୍ର କୋରାପୁଟର ନାରାୟଣପାଟଣା ପରେ ଲଙ୍ଗଲବେଡ଼ା ପଞ୍ଚାୟତରେ ବି ଚଳାଇଛି ଦାଦାଗିରି ଓଡ଼ିଶା ଜମିକୁ ନିଜର କହି ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ସୀମାନ୍ତ ଲୋକଙ୍କୁ ଜଙ୍ଗଲ ଜମି ପ୍ରମାଣ ଦେବା ପରେ ପଦାକୁ ଆସିଛି ରହସ୍ୟ । ନାରାୟଣପାଟଣା ତହସିଲଦାର ବି ସରଜମିନତଦନ୍ତ ତଦନ୍ତ କରି ଆନ୍ଧ୍ରର ଚାଲାକି ଧରିବା ପରେ ଜିଲ୍ଲାପାଳଙ୍କୁ ଉଭୟ ରାଜ୍ୟର ମିଳିତ ସୀମା ସର୍ଭେ ପାଇଁ ଅନୁରୋଧ କରିଛନ୍ତି।

କୋରାପୁଟର କୋଟିଆ ପରେ ଏବେ ନାରାୟଣପାଟଣାରେ ବି ସୀମା ଡେଇଁ ପଶିଛି ଆନ୍ଧ୍ର । ଲଙ୍ଗଳବେଡ଼ା ଗାଁର ରାଜୁ ମେଲେକା ଓ ହିନ୍ଦୁ ମେଲେକାଙ୍କର ଓଡ଼ିଶା ଠିକଣାରେ ଆଧାରକାର୍ଡ ଅଛି।  ଅନ୍ୟ ହାତରେ ଆନ୍ଧ୍ର ସରକାରଙ୍କ ପ୍ରଦତ୍ତ ଜଙ୍ଗଲ ଜମି ପଟ୍ଟା । ତେବେ ଏଭଳି ପ୍ରମାଣପତ୍ର କେବଳ ନାରାୟଣପାଟଣା ତହସିଲର ଲଙ୍ଗଳବେଡ଼ା ପଞ୍ଚାୟତର ତେନ୍ତୁଳିଗୁଡ଼ା କି ଚିନାକିମିଡ଼ିଭାଦ୍ରା ମୌଜାର ଲୋକଙ୍କୁ ନୁହେଁ ବରଂ ନିଜ ରାଜ୍ୟର ପାର୍ବତୀପୁରମ୍ ତହସିଲ୍ ଅନ୍ତର୍ଗତ ଡକିସିଲା ପଞ୍ଚାୟତର ଲୋକଙ୍କୁ ବି ଦେଇଛି ଆନ୍ଧ୍ର।

ତାସହ ଚିନାକେମିଡ଼ିଭାଦ୍ରା ମୌଜାର ୩୫ ଓ ୩୩/୧ ପ୍ଲଟ ନମ୍ବରରେ ଥିବା ଜମି, ଯାହାକି ଓଡ଼ିଶା ରାଜସ୍ୱ ମ୍ୟାପରେ ସୂଚାଉଥିଲା। ଏବେ ସେଠି ଚଳାଇଛି ଜୁଲମ୍ । ଆଉ ଏ ଜଙ୍ଗଲଜମି ପ୍ରମାଣପତ୍ର ପାଇଥିବା ଆନ୍ଧ୍ର ଲୋକେ ସରକାରୀ ସୁବିଧା ପାଉଥିବାବେଳେ, ପୁରୁଷ ପୁରୁଷ ଧରି ଚାଷ କରି ଜୀବିକା ନିର୍ବାହ କରି ଆସୁଥିବା ଲଙ୍ଗଳବେଡ଼ା ପଞ୍ଚାୟତବାସୀଙ୍କୁ କିନ୍ତୁ ଓଡ଼ିଶା ସରକାର କୌଣସି ମାଲିକାନାସତ୍ତ୍ୱ ଦେଇନଥିବାରୁ ଏବେ ନିଜର ଅସ୍ଥିତ୍ୱ ନେଇ ଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story