କରୋନାରୁ ଆରୋଗ୍ୟ ହେଲେ ୧୧୯୫୪, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆରୋଗ୍ୟ ହେଲେ ୧୧୯୫୪ ଆକ୍ରାନ୍ତ। ଏମାନଙ୍କି ମିଶାଇ ୬୪୭୧୩୩ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୧୩୩୮ ଜଣ ଅଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୯୯୪, କଟକରୁ ୮୩୧, ଅନୁଗୋଳରୁ ୭୯୭, ଯାଜପୁରରୁ ୭୫୬, ସମ୍ୱଲପୁରରୁ ୭୦୨, ମୟୂରଭଞ୍ଜରୁ ୫୪୫, ପୁରୀରୁ ୪୨୪, ଭଦ୍ରକରୁ ୪୨୦, ନୟାଗଡ଼ରୁ ୪୧୯, ନବରଙ୍ଗପୁରରୁ […]

mask awarness

Manoranjan Sial
  • Published: Friday, 28 May 2021
  • , Updated: 28 May 2021, 10:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆରୋଗ୍ୟ ହେଲେ ୧୧୯୫୪ ଆକ୍ରାନ୍ତ। ଏମାନଙ୍କି ମିଶାଇ ୬୪୭୧୩୩ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୧୩୩୮ ଜଣ ଅଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୯୯୪, କଟକରୁ ୮୩୧, ଅନୁଗୋଳରୁ ୭୯୭, ଯାଜପୁରରୁ ୭୫୬, ସମ୍ୱଲପୁରରୁ ୭୦୨, ମୟୂରଭଞ୍ଜରୁ ୫୪୫, ପୁରୀରୁ ୪୨୪, ଭଦ୍ରକରୁ ୪୨୦, ନୟାଗଡ଼ରୁ ୪୧୯, ନବରଙ୍ଗପୁରରୁ ୪୧୦, ବାଲେଶ୍ୱରରୁ ୪୦୮, ଜଗତସିଂହପୁରରୁ ୩୩୦, ରାୟଗଡ଼ାରୁ ୩୦୭,କଳାହାଣ୍ଡିରୁ ୨୯୬, ବଲାଙ୍ଗିରିରୁ ୨୯୪, ଝାରସୁଗୁଡ଼ାରୁ ୨୯୨,କୋରାପୁଟରୁ ୨୫୮, ବରଗଡ଼ରୁ ୨୫୨, କେନ୍ଦୁଝରରୁ ୨୪୪, ସୋନପୁରରୁ ୨୨୦, ଗଞ୍ଜାମରୁ ୨୧୮, କେନ୍ଦ୍ରାପଡ଼ାରୁ ୧୯୩, ଢେଙ୍କାନାଳରୁ ୧୭୫, ନୂଆପଡ଼ାରୁ ୧୨୩, ବୌଦ୍ଧରୁ ୧୧୩, ଦେବଗଡ଼ରୁ ୧୦୪, କନ୍ଧମାଳରୁ ୧୦୧, ମାଲକାନଗିରିରୁ ୮୪, ଗଜପତିରୁ ୬୪ ଓ ଷ୍ଟେଟ୍‌ପୁଲରୁ ୨୪୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

Related story