ଆରୋଗ୍ୟ ହେଲେ ୨୦୭୧ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୭୧ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୬୪୧୦୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 2071 Covid patients have recovered and are being discharged on 25.10.2020 301 from Khordha212 from Sundargarh182 from Cuttack96 from Mayurbhanj90 from Anugul80 from Jharsuguda78 from Nuapada72 from […]

corona-3.1

Manoranjan Sial
  • Published: Sunday, 25 October 2020
  • , Updated: 25 October 2020, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୭୧ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୬୪୧୦୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1320382474073993216?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୩୦୧ ଅଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୫୭, ସୁନ୍ଦରଗଡ଼ରୁ୨୧୨, କଟକରୁ ୧୮୨, ମୟୂରଭଞ୍ଜରୁ ୯୬, ଅନୁଗୋଳରୁ ୯୦, ଝାରସୁଗୁଡ଼ାରୁ ୮୦, ନୂଆପଡ଼ାରୁ ୭୮, କେନ୍ଦ୍ରାପଡ଼ାରୁ ୭୧, ବରଗଡ଼ରୁ ୭୧, ଯାଜପୁରରୁ ୬୯, ବଲାଙ୍ଗିରରୁ ୬୭, ପୁରୀରୁ ୬୬, ସୋନପୁରରୁ ୬୬, ଜଗତସିଂହପୁରରୁ ୫୯, ବାଲେଶ୍ୱରରୁ ୫୮, କେନ୍ଦୁଝରରୁ ୫୮, କଳାହାଣ୍ଡିରୁ ୫୧, ସମ୍ବଲପୁରରୁ ୫୦, କନ୍ଧମାଳରୁ ୪୩, ଢେଙ୍କାନାଳରୁ ୩୮, ଭଦ୍ରକରୁ ୩୫, ମାଲକାନଗିରିରୁ ୩୩, କୋରାପୁଟରୁ ୩୦, ଗଞ୍ଜାମରୁ ୨୪, ନବରଙ୍ଗପୁରରୁ ୨୦, ବୌଦ୍ଧରୁ ୧୯, ନୟାଗଡ଼ରୁ ୧୭, ଦେବଗଡ଼ରୁ ୧୨, ରାୟଗଡ଼ାରୁ ୧୨, ଗଜପତିରୁ ୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

Related story