ଆରୋଗ୍ୟ ହେଲେ ୨୮୪୨ କରୋନା ସଂକ୍ରମଣ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୮୪୨ କରୋନା ସଂକ୍ରମଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୪୪୨୨୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 2842 Covid patients have recovered and are being discharged on 17.10.2020 434 from Khordha237 from Cuttack161 from Nuapada148 from Puri136 from Sambalpur119 from Anugul117 from Kalahandi108 […]

corona

corona

Manoranjan Sial
  • Published: Saturday, 17 October 2020
  • Updated: 17 October 2020, 08:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୮୪୨ କରୋନା ସଂକ୍ରମଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୪୪୨୨୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1317461320199856131?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ ୪୩୪ ଜଣ ଅଛନ୍ତି। ସେହିପରି କଟକରୁ ୨୩୭, ନୂଆପଡ଼ାରୁ ୧୬୧, ପୁରୀରୁ ୧୪୮, ସମ୍ୱଲପୁରରୁ ୧୩୬, ଅନୁଗୋଳରୁ ୧୧୯, କଳାହାଣ୍ଡିରୁ ୧୧୭, ଝାରସୁଗୁଡ଼ାରୁ ୧୦୮, ଯାଜପୁରରୁ ୧୦୦, ଭଦ୍ରକରୁ ୯୪, ବରଗଡ଼ରୁ ୯୩, ମୟୂରଭଞ୍ଜରୁ ୯୨, ସୁନ୍ଦରଗଡ଼ରୁ ୯୧, ଜଗତସିଂହପୁରରୁ ୮୫, ନୟାଗଡ଼ରୁ ୭୮, କେନ୍ଦ୍ରାପଡ଼ାରୁ ୭୬, କେନ୍ଦୁଝରରୁ ୬୮, ଢେଙ୍କାନାଳରୁ ୬୦, ବଲାଙ୍ଗିରରୁ ୫୮, ନବରଙ୍ଗପୁରରୁ ୫୩, କଳାହାଣ୍ଡିରୁ ୫୦, ସୋନପୁରରୁ ୪୮, କୋରାପୁଟରୁ ୪୧, ମାଲକାନଗିରିରୁ ୪୧, ଗଞ୍ଜାମରୁ ୩୦, ବାଲେଶ୍ୱରରୁ ୨୭, ବୌଦ୍ଧରୁ ୨୧, ରାୟଗଡ଼ାରୁ ୧୮, ଦେବଗଡ଼ରୁ ୧୭, ଗଜପତିରୁ ୧୩, ଷ୍ଟେଟ୍‌ ପୁଲରୁ ୧୨୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story