ରାଜ୍ୟରେ ୯ ଲକ୍ଷ ଅତିକ୍ରମ କଲା କରୋନା ସୁସ୍ଥ ସଂଖ୍ୟା, ଆଜି ୨୯୨୦ ଆରୋଗ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ୨୯୨୦ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟର ସୁସ୍ଥ ସଂଖ୍ୟା ୯ ଲକ୍ଷ ଅତିକ୍ରମ କରିଛି। ଆଜିର ଆରୋଗ୍ୟଙ୍କୁ ମିଶାଇ ମୋଟ୍‌ ୯୦୦୨୮୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 2920 Covid patients have recovered and are being discharged on 07.07.2021 526 from Khordha286 from Cuttack251 from Baleswar216 […]

Corona1

Manoranjan Sial
  • Published: Wednesday, 07 July 2021
  • , Updated: 07 July 2021, 09:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ୨୯୨୦ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟର ସୁସ୍ଥ ସଂଖ୍ୟା ୯ ଲକ୍ଷ ଅତିକ୍ରମ କରିଛି। ଆଜିର ଆରୋଗ୍ୟଙ୍କୁ ମିଶାଇ ମୋଟ୍‌ ୯୦୦୨୮୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1412758745944260608?s=20

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୫୨୬ ଜଣ ଅଛନ୍ତି। ସେହିପରି କଟକରୁ ୧୮୬, ବାଲେଶ୍ୱରରୁ ୨୫୧, କେନ୍ଦ୍ରାପଡ଼ାରୁ ୨୧୬, ଯାଜପୁରରୁ ୧୯୨, ପୁରୀରୁ ୧୭୬, ଭଦ୍ରକରୁ ୧୬୦, ମୟୂରଭଞ୍ଜରୁ ୧୫୧, ଜଗତସିଂହପୁରରୁ ୧୪୮, ନୟାଗଡ଼ରୁ ୮୫, ଢେଙ୍କାନାଳରୁ ୭୨, କୋରାପୁଟରୁ ୭୨, ଅନୁଗୋଳରୁ ୬୦, ରାୟଗଡ଼ାରୁ ୫୯, ମାଲକାନଗିରିରୁ ୫୮, ବରଗଡ଼ରୁ ୪୨, କେନ୍ଦୁଝରରୁ ୩୮, ସୁନ୍ଦରଗଡ଼ରୁ ୩୨, କଳାହାଣ୍ଡିରୁ ୨୮, ସମ୍ୱଲପୁରରୁ ୨୮, କନ୍ଧମାଳରୁ ୨୭, ନବରଙ୍ଗପୁରରୁ ୨୫, ଗଞ୍ଜାମରୁ ୧୭, ସୋନପୁରରୁ ୧୭, ବୌଦ୍ଧରୁ ୧୬, ଗଜପତିରୁ ୧୬, ନୂଆପଡ଼ାରୁ ୧୪, ବଲାଙ୍ଗିରରୁ ୧୧, ଝାରସୁଗୁଡ଼ାରୁ ୪, ଦେବଗଡ଼ରୁ ୩ ଓ ଷ୍ଟେଟ୍‌ ପୁଲରୁ ୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1412758751400976385?s=20

Related story