ସୁସ୍ଥ ହେଲେ ୩୧୧୦ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ସୁସ୍ଥ ହେଲେ ୩୧୧୦ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧,୦୫,୨୯୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। 7 from Boudh3 from Anugul2 from Deogarh The total recovered cases of Odisha now stand at 105295 — H & FW Dept Odisha (@HFWOdisha) September 9, 2020 ଆଜି […]

corona-updates

Manoranjan Sial
  • Published: Wednesday, 09 September 2020
  • , Updated: 09 September 2020, 08:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ସୁସ୍ଥ ହେଲେ ୩୧୧୦ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧,୦୫,୨୯୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1303693814943473666?s=20

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୧୦୨୩ ଜଣ ଅଛନ୍ତି। ସେହିପରି ପୁରୀରୁ ୨୧୫, କଟକରୁ ୨୦୨, ମୟୂରଭଞ୍ଜରୁ ୧୫୪, କେନ୍ଦ୍ରାପଡ଼ାରୁ ୧୩୧, ଢେଙ୍କାନାଳରୁ ୧୨୩, ବାଲେଶ୍ୱରରୁ ୧୦୩, ସମ୍ବଲପୁରରୁ ୧୦୨, ଯାଜପୁରରୁ ୧୦୦, ଗଞ୍ଜାମରୁ ୯୮, ଝାରସୁଗୁଡ଼ା ୯୫, କୋରାପୁଟରୁ ୯୫, ବରଗଡ଼ରୁ ୯୨, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୬୦, ସୁନ୍ଦରଗଡ଼ରୁ ୫୮, ରାୟଗଡ଼ାରୁ ୫୦, ଭଦ୍ରକରୁ ୪୩, ଜଗତସିଂହପୁରରୁ ୪୨, ବଲାଙ୍ଗିରରୁ ୪୧, ନବରଙ୍ଗପୁରରୁ ୩୪,
ମାଲକାନଗିରିରୁ ୩୨, ନୟାଗଡ଼ରୁ ୨୯, ଗଜପତିରୁ ୨୦, ସୁବର୍ଣ୍ଣପୁରରୁ ୨୦, ନୂଆପଡ଼ାରୁ ୧୬, ବୌଦ୍ଧରୁ ୭, ଅନୁଗୋଳରୁ ୩ ଓ ଦେବଗଡ଼ରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Related story