ମହାମାରୀ କରୋନାରେ ୩୧୫୮ ଆରୋଗ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ୩୧୫୮ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୮୭୪୨୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛନ୍ତି। Another 3158 Covid patients have recovered and are being discharged on 03.07.2021 511 from Khordha384 from Cuttack332 from Jajapur174 from Baleswar168 from Bhadrak164 from Mayurbhanj159 from Puri149 from […]

Corona12

Manoranjan Sial
  • Published: Saturday, 03 July 2021
  • , Updated: 03 July 2021, 10:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ୩୧୫୮ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୮୭୪୨୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛନ୍ତି।

https://twitter.com/HFWOdisha/status/1411326253966061570?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଜଣ ଅଛନ୍ତି। ସେହିପରି କଟକରୁ ୩୮୪, ଯାଜପୁରରୁ ୩୩୨, ବାଲେଶ୍ୱରରୁ ୧୭୪, ଭଦ୍ରକରୁ ୧୬୮, ମୟୂରଭଞ୍ଜରୁ ୧୬୪, ପୁରୀରୁ ୧୫୯, ନୟାଗଡ଼ରୁ ୧୪୯, କେନ୍ଦ୍ରାପଡ଼ାରୁ ୧୧୮, ଜଗତସିଂହପୁରରୁ ୧୧୨, ସୁନ୍ଦରଗଡ଼ରୁ ୧୦୦, କେନ୍ଦୁଝରରୁ ୯୨, ଅନୁଗୋଳରୁ ୮୨, କୋରାପୁଟରୁ ୭୪, ମାଲକାନଗିରିରୁ ୬୪, ରାୟଗଡ଼ାରୁ ୬୪, ବୌଦ୍ଧରୁ ୪୧, ନବରଙ୍ଗପୁରରୁ ୪୧, ବରଗଡ଼ରୁ ୪୦, ଢେଙ୍କାନାଳରୁ ୩୬, ଝାରସୁଗୁଡ଼ାରୁ ୨୫, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୨, ଗଞ୍ଜାମରୁ ୧୯, ଗଜପତିରୁ ୧୯, ସମ୍ୱଲପୁରରୁ ୧୫, ନୂଆପଡ଼ାରୁ ୧୪, ବଲାଙ୍ଗିରିରୁ ୧୨, ସୋନପୁରରୁ ୯, ଦେବଗଡ଼ରୁ ୬ ଓ ଷ୍ଟେଟ୍‌ପୁଲରୁ ୮୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1411326259976540168?s=20

Related story