ଆରୋଗ୍ୟ ହେଲେ ୩୩୧୨ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆରୋଗ୍ୟ ହେଲେ ୩୩୧୨ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨ ଲକ୍ଷ ୧୬ ହଜାର ୯୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 3312 Covid patients have recovered and are being discharged on 08.10.2020 658 from Khordha262 from Cuttack153 from Baleswar151 from Nuapada128 from Jharsuguda121 […]

coronavirus-in-india

Manoranjan Sial
  • Published: Thursday, 08 October 2020
  • , Updated: 08 October 2020, 07:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆରୋଗ୍ୟ ହେଲେ ୩୩୧୨ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨ ଲକ୍ଷ ୧୬ ହଜାର ୯୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1314189963500548096?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୬୫୮ ଜଣ ଅଛନ୍ତି। ସେହିପରି କଟକରୁ୨୬୨, ବାଲେଶ୍ୱରରୁ ୧୫୩, ନୂଆପଡ଼ାରୁ ୧୫୧, ଝାରସୁଗୁଡ଼ାରୁ ୧୨୮, ମୟୂରଭଞ୍ଜରୁ ୧୨୧, କେନ୍ଦୁଝରରୁ ୧୧୭, ଅନୁଗୋଳରୁ ୧୧୨, ବଲାଙ୍ଗିରରୁ ୧୦୯, ମାଲକାନଗିରିରୁ ୧୦୩, ସମ୍ବଲପୁରରୁ ୯୮, କେନ୍ଦ୍ରାପଡ଼ାରୁ ୮୮, ପୁରୀରୁ ୮୫, କନ୍ଧମାଳରୁ ୮୩, ନବରଙ୍ଗପୁରରୁ ୮୧, କୋରାପୁଟରୁ ୬୯, ନୟାଗଡ଼ରୁ ୬୯, ଢେଙ୍କାନାଳରୁ ୬୮, ଜଗତସିଂହପୁରରୁ ୬୪, ସୁନ୍ଦରଗଡ଼ରୁ ୬୩, ଭଦ୍ରକରୁ ୬୨, ବରଗଡ଼ରୁ ୬୧, ଯାଜପୁରରୁ ୫୮, କଳାହାଣ୍ଡିରୁ ୫୩, ସୁବର୍ଣ୍ଣପୁରରୁ ୪୮, ଗଞ୍ଜାମରୁ ୪୭, ବୌଦ୍ଧରୁ ୩୯, ରାୟଗଡ଼ାରୁ ୩୪, ଗଜପତିରୁ୧୬, ଦେବଗଡ଼ରୁ ୧୨ ଓ ଷ୍ଟେଟ୍ ପୁଲରୁ ୨୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Related story