ମହାମାରୀ କରୋନାରେ ୩୫୨୦ ଆରୋଗ୍ୟ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ୩୫୨୦ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୭୪୩୦୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 3520 Covid patients have recovered and are being discharged on 29.06.2021 559 from Khordha393 from Jagatsinghpur336 from Jajapur268 from Cuttack261 from Baleswar183 from Bhadrak175 from Puri165 from […]

Corona

Manoranjan Sial
  • Published: Tuesday, 29 June 2021
  • , Updated: 29 June 2021, 09:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ୩୫୨୦ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୭୪୩୦୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1409878130295201807?s=20

ମହାମାରୀ କରୋନାରୁ ଖୋର୍ଦ୍ଧାରୁ ସର୍ବାଧିକ ୫୫୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୩୯୩, ଯାଜପୁରରୁ ୩୩୬, କଟକରୁ ୨୬୮, ବାଲେଶ୍ୱରରୁ ୨୬୧, ଭଦ୍ରକରୁ ୧୮୩, ପୁରୀରୁ ୧୭୫, ମୟୂରଭଞ୍ଜରୁ ୧୬୫, ନୟାଗଡ଼ରୁ ୧୩୧, କେନ୍ଦ୍ରାପଡ଼ାରୁ ୧୧୬, ଅନୁଗୋଳରୁ ୧୦୯, କୋରାପୁଟରୁ ୭୫, ଢେଙ୍କାନାଳରୁ ୬୯, ନବରଙ୍ଗପୁରରୁ ୬୮,  କେନ୍ଦୁଝରରୁ ୬୦, ବୌଦ୍ଧରୁ ୫୯, ରାୟଗଡ଼ାରୁ ୫୭, ବରଗଡ଼ରୁ ୪୬, ମାଲକାନଗିରିରୁ ୪୩, କଳାହାଣ୍ଡିରୁ ୩୯, ସୁନ୍ଦରଗଡ଼ରୁ ୩୯, କନ୍ଧମାଳରୁ ୩୭, ବଲାଙ୍ଗିରିରୁ ୩୦, ସମ୍ୱଲପୁରରୁ ୨୭,  ଗଜପତିରୁ ୨୪, ସୋନପୁରରୁ ୧୯, ଗଞ୍ଜାମରୁ ୧୮, ଦେବଗଡ଼ରୁ ୧୦, ଝାରସୁଗୁଡ଼ାରୁ ୧୦, ନୂଆପଡ଼ାରୁ ୧୦ ଓ ଷ୍ଟେଟ୍‌ପୁଲରୁ ୮୪ ଜଣ ସୁସ୍ଥ ହୋଇଛନ୍ତି।

https://twitter.com/HFWOdisha/status/1409878239678509063?s=20

Related story