ମହାମାରୀ କରୋନାରୁ ୭୫୭୮ ଆରୋଗ୍ୟ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୭୫୭୮ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୭୮୯୦୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 7578 Covid patients have recovered and are being discharged on 12.06.2021 1122 from Khordha734 from Cuttack492 from Jajapur486 from Mayurbhanj418 from Dhenkanal413 from Bhadrak339 from Kendrapara335 […]

Corona2

Manoranjan Sial
  • Published: Saturday, 12 June 2021
  • , Updated: 12 June 2021, 08:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୭୫୭୮ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୭୮୯୦୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1403698235563122689?s=20

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୧୧୨୨ ଜଣ ଅଛନ୍ତି। ଠିକ୍‌ ସେହିପରି କଟକରୁ ୭୩୪, ଯାଜପୁରରୁ ୪୯୨, ମୟୂରଭଞ୍ଜରୁ ୪୮୬, ଢେଙ୍କାନାଳରୁ ୪୧୮, ଭଦ୍ରକରୁ ୪୧୩, କେନ୍ଦ୍ରାପଡ଼ାରୁ ୩୩୯, ସୁନ୍ଦରଗଡ଼ରୁ ୩୩୫, ପୁରୀରୁ ୩୩୨, ବାଲେଶ୍ୱରରୁ ୨୩୭, ନୟାଗଡ଼ରୁ ୨୨୧, ଅନୁଗୋଳରୁ ୨୧୫, ବରଗଡ଼ରୁ ୨୦୭, ନବରଙ୍ଗପୁରରରୁ ୧୮୧, ବୌଦ୍ଧରୁ ୧୭୩, କେନ୍ଦୁଝରରୁ ୧୬୨, କଳାହାଣ୍ଡିରୁ ୧୪୫, ଜଗତସିଂହପୁରରୁ ୧୪୨, ରାୟଗଡ଼ାରୁ ୧୩୯, ସମ୍ୱଲପୁରରୁ ୧୩୭, ଗଞ୍ଜାମରୁ ୧୦୫, କୋରାପୁଟରୁ ୯୯, ମାଲକାନଗିରିରୁ ୯୬, ଝାରସୁଗୁଡ଼ାରୁ ୮୨, ସୋନପୁରରୁ ୭୭, କନ୍ଧମାଳରୁ ୭୦, ଦେବଗଡ଼ରୁ ୬୬, ଗଜପତିରୁ ୬୩, ବଲାଙ୍ଗିରିରୁ ୬୦, ନୂଆପଡ଼ାରୁ ୩୦ ଓ ଷ୍ଟେଟ୍‌ପୁଲ୍‌ରୁ ୨୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1403698240600510467?s=20

Related story