ଆରୋଗ୍ୟ ହେଲେ ୮୫୪୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆରୋଗ୍ୟ ହେଲେ ୮୫୪୭ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୪୭୩୬୮୦ ଜଣ ଆରଥଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 8547 Covid patients have recovered and are being discharged on 12.05.2021 1165 from Khordha593 from Cuttack591 from Sundargarh518 from Sambalpur436 from Bargarh411 from Nuapada402 from Puri350 […]

Corona

Manoranjan Sial
  • Published: Wednesday, 12 May 2021
  • , Updated: 12 May 2021, 09:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ଆରୋଗ୍ୟ ହେଲେ ୮୫୪୭ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୪୭୩୬୮୦ ଜଣ ଆରଥଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1392464476377550853?s=20

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୫୯୩, ସୁନ୍ଦରଗଡ଼ରୁ ୫୯୧, ସମ୍ୱଲପୁରରୁ ୫୧୮, ବରଗଡ଼ରୁ ୪୩୬, ନୂଆପଡ଼ାରୁ ୪୧୧, ପୁରୀରୁ ୪୦୨, ଭଦ୍ରକରୁ ୩୫୦, ଅନୁଗୋଳରୁ ୩୪୨, ରାୟଗଡ଼ାରୁ ୩୩୭, ଝାରସୁଗୁଡ଼ାରୁ ୩୨୫, ବଲାଙ୍ଗିରରୁ ୩୦୫, ନବରଙ୍ଗପୁରରୁ ୨୬୪, ନୟାଗଡ଼ରୁ ୨୩୯, ଗଞ୍ଜାମରୁ ୨୩୬, କଳାହାଣ୍ଡିରୁ ୨୩୫, ମୟୂରଭଞ୍ଜରୁ ୧୯୦, ବାଲେଶ୍ୱରରୁ ୧୭୮, ସୋନପୁରରୁ ୧୭୩, ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡ଼ାରୁ ୧୩୩, ଗଜପତିରୁ ୧୨୩, କୋରାପୁଟରୁ ୧୦୯,  ଯାଜପୁରରୁ ୧୦୫, କେନ୍ଦୁଝରରୁ ୧୦୩, ଢ଼େଙ୍କାନାଳରୁ ୮୯, କନ୍ଧମାଳରୁ ୫୯, ଦେବଗଡ଼ରୁ ୫୫, ମାଲକାନଗିରିରୁ ୪୬,  ବୌଦ୍ଧରୁ ୩୫ ଓ ଷ୍ଟେଟ୍‌ ପୁଲରୁ ୨୫୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1392464480928342019?s=20

Related story