ଗଳିତ ଶବ ଉଦ୍ଧାର
ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ତିତ୍ଲି ପ୍ରଭାବରେ ଭଞ୍ଜନଗର ଭୁତପଙ୍କାଳ ଗାଁରେ ଭାସିଯାଇଥିବା ଆଉ ଜଣଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ଭାସିଯିବାର ୧୧ଦିନ ପରେ ଗାଜଲବାଡି ଅଡାଙ୍ଗୀ ନଦୀ ବାଲିରେ ମୃତଦେହ ପୋତି ହୋଇ ରହିଛି। ପୂର୍ବରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏବେ ବି ଆଉ ତିନି ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁନାହିଁ। ଗତ ୧୧ତାରିଖରେ ତିତ୍ଲି ପରେ ହୋଇଥିବା ବନ୍ୟାରେ ଭୁତପଙ୍କାଳ ଗାଁରେ ଘର ସହ ୬ଜଣ ଭାସିଯାଇଥିଲେ।
ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ତିତ୍ଲି ପ୍ରଭାବରେ ଭଞ୍ଜନଗର ଭୁତପଙ୍କାଳ ଗାଁରେ ଭାସିଯାଇଥିବା ଆଉ ଜଣଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି।
ଭାସିଯିବାର ୧୧ଦିନ ପରେ ଗାଜଲବାଡି ଅଡାଙ୍ଗୀ ନଦୀ ବାଲିରେ ମୃତଦେହ ପୋତି ହୋଇ ରହିଛି।
ପୂର୍ବରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏବେ ବି ଆଉ ତିନି ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁନାହିଁ।
ଗତ ୧୧ତାରିଖରେ ତିତ୍ଲି ପରେ ହୋଇଥିବା ବନ୍ୟାରେ ଭୁତପଙ୍କାଳ ଗାଁରେ ଘର ସହ ୬ଜଣ ଭାସିଯାଇଥିଲେ।