ହିରୋଇନ୍ ଚିନ୍ମୟୀଙ୍କ ନାଁରେ ଠକେଇର ନୂଆ ଷ୍ଟୋରୀ: ପ୍ରେମବୋଳା କଥା କହି ବ୍ୟବସାୟୀଙ୍କୁ ବି ଚିତାକାଟିଛନ୍ତି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଲିଉଡ ଅଭିନେତ୍ରୀ ଚିନ୍ମୟୀଙ୍କ ନାଁରେ ପୁଣି ଠକେଇର ନୂଆ ଷ୍ଟୋରୀ । ପ୍ରେମ ଜାଲରେ ଫସାଇ ଚିନ୍ମୟୀ ଏଥର ଜଣେ ବ୍ୟବସାୟୀଙ୍କୁ ଲଗାଇଛନ୍ତି ୨ଲକ୍ଷ ୭୦ହଜାର ଟଙ୍କାର ଚୂନା ଏମିତିକି ସଂପୃକ୍ତ ବ୍ୟବସାୟୀ, ଅଭିନେତ୍ରୀ କରିଥିବା ପ୍ରେମବୋଳା ବାର୍ତ୍ତାଳପର ପ୍ରମାଣ ବି ଦେଖାଇଛନ୍ତି। କଥା ଏଇଠି ସରିନି ଫିଲ୍ମରେ ରୋଲ୍ ଦେବାକୁ କହି ଭୁବନେଶ୍ୱରର ଜଣେ ଯୁବକଙ୍କଠାରୁ ବି ୧୦ ହଜାର ଟଙ୍କା ଚିନ୍ମୟୀ ଠକି ନେଇଥିବା ଅଭିଯୋଗ ଆସିଛି। ଏସବୁ ଘଟଣାରେ ଚିନ୍ମୟୀଙ୍କ ପ୍ରତିକ୍ରିୟା […]

n-9087

n-9087

Tapas Behera
  • Published: Saturday, 28 December 2019
  • Updated: 28 December 2019, 08:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଲିଉଡ ଅଭିନେତ୍ରୀ ଚିନ୍ମୟୀଙ୍କ ନାଁରେ ପୁଣି ଠକେଇର ନୂଆ ଷ୍ଟୋରୀ । ପ୍ରେମ ଜାଲରେ ଫସାଇ ଚିନ୍ମୟୀ ଏଥର ଜଣେ ବ୍ୟବସାୟୀଙ୍କୁ ଲଗାଇଛନ୍ତି ୨ଲକ୍ଷ ୭୦ହଜାର ଟଙ୍କାର ଚୂନା ଏମିତିକି ସଂପୃକ୍ତ ବ୍ୟବସାୟୀ, ଅଭିନେତ୍ରୀ କରିଥିବା ପ୍ରେମବୋଳା ବାର୍ତ୍ତାଳପର ପ୍ରମାଣ ବି ଦେଖାଇଛନ୍ତି। କଥା ଏଇଠି ସରିନି ଫିଲ୍ମରେ ରୋଲ୍ ଦେବାକୁ କହି ଭୁବନେଶ୍ୱରର ଜଣେ ଯୁବକଙ୍କଠାରୁ ବି ୧୦ ହଜାର ଟଙ୍କା ଚିନ୍ମୟୀ ଠକି ନେଇଥିବା ଅଭିଯୋଗ ଆସିଛି। ଏସବୁ ଘଟଣାରେ ଚିନ୍ମୟୀଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଭୁବନେଶ୍ୱର ଡିସିପି କହିଛନ୍ତି ଲିଖିତ ଅଭିଯୋଗ ହେଲେ ତଦନ୍ତ କରିବୁ।

ଗୀତ ଓ ଚିକଣିଆ ମନଲୋଭା କଥାରେ କିଏ ବା ଭାସି ଯାଇ ସର୍ବସ୍ୱ ଦେଇଦେବାକୁ ପଛେଇ ଯିବ। ଠିକ୍ ସେଇୟା ହିଁ ହୋଇଛି ଓଲିଉଡ଼ ଅଭିନେତ୍ରୀ ଚିନ୍ମୟୀ ପ୍ରିଦୟର୍ଶିନୀଙ୍କ ଦୁସରା ଶିକାର ଝାରସୁରୁଗଡ଼ାର ଜଣେ ବ୍ୟବସାୟୀଙ୍କ କ୍ଷେତ୍ରରେ। ଏଠି ବି ଠକେଇ କରିବାରେ ପ୍ରେମ, ବିବାହ ଓ ପ୍ରତାରଣାର ୪୨୦ କାହାଣୀକୁ ଚିନ୍ମୟୀ ଖେଳାଇଥିବା ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି।  ୨୦୧୭ରେ ମାଟ୍ରିମୋନି ସାଇଟ୍‌ରୁ ନମ୍ବର ପାଇ ଚିନ୍ମୟୀ,ତାଙ୍କୁ ଫୋନ୍ କରିଥିଲେ। ତାପରେ ଫେସବୁକ୍, ହ୍ୱାଟସ୍‌ଆପ୍‌ରେ ଦୁହିଁଙ୍କ ମଧ୍ୟରେ ଚାର୍ଟିଂ ବି ଚାଲିଥିଲା। ଏମିତିକି ଏକ ଫିଲ୍ମ ପାଇଁ ଟଙ୍କା ଦରକାର କହି ବିଭିନ୍ନ କିସ୍ତିରେ ୨ଲକ୍ଷ ୭୦ ହଜାର ଟଙ୍କା ନେବା ପରେ ଆଉ ଚିନ୍ମୟୀ ଧରାଛୁଆଁ ତ ଦେଲେନି। ବରଂ ଟଙ୍କା ମାଗିଲେ ଓଲଟା ଧମକ ମିଳିଲା ବୋଲି କହିଛନ୍ତି ବ୍ୟବସାୟୀ।

ପୂର୍ବରୁ ବିଶାଖାପାଟଣାର ପଦ୍ମରାଜୁ ରବିକୁମାର ନାମକ ଜଣେ ଯୁବକ ଅଭିନେତ୍ରୀ ଚିନ୍ମୟୀଙ୍କ ଫ୍ରଡ ଷ୍ଟୋରୀ ଫସି ଠକାମୀର ଶିକାର ହେବା ଅଭିଯୋଗ ନେଇ ଚର୍ଚ୍ଚା ଥମି ନଥିବାବେଳେ ଏବେ ଆଉ ଜଣେ ବ୍ୟବସାୟୀଙ୍କୁ ସମାନ ଢଙ୍ଗରେ ଠକିବା ଭଳି ନୂଆ ଅଭିଯୋଗ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି । କଥା ଏତିକିରେ ସରିନି, ଫିଲ୍ମରେ ରୋଲ୍ ଦେବାକୁ କହି ଜଣେ ଯୁବକଙ୍କଠାରୁ ୧୦ହଜାର ଟଙ୍କା ଚିନ୍ମୟୀ ହଡ଼ପ କରିଥିବା ମଧ୍ୟ ପଦାକୁ ଆସିଛି। ତେବେ ପୁଲିସ ପାଖରେ ଲିଖିତ ଅଭିଯୋଗ ହେଲେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି।

ଯଦିଓ ପ୍ରଥମ ଘଟଣାରେ ଅଭିନେତ୍ରୀ ଚିନ୍ମୟୀ, ଅଭିଯୋଗକୁ ଅସ୍ୱୀକାର କରିଥିଲେ, ହେଲେ ଅନ୍ୟ ଦୁଇଟି ଘଟଣାରେ କିନ୍ତୁ ତାଙ୍କ ପ୍ରତିକ୍ରିୟା ମିଳୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story