ଅନ୍ତର୍ଜାତୀୟ ବିମାନ ସେବା ଶୁଭାରମ୍ଭ ଉତ୍ସବରେ ଯୋଗ ଦେଲେ ନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ବହୁ ପ୍ରତିକ୍ଷିତ ଅନ୍ତର୍ଜାତୀୟ ବିମାନ ସେବା ଆଜି ଆରମ୍ଭ ହୋଇଛି । ୫୭ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରିଛି ଏୟାର ଇଣ୍ଡିଆର ଏଆଇ-୦୭୮ । ହେଲେ ବିମାନ ସେବା ଆରମ୍ଭକୁ ନେଇ ବିବାଦ ଦେଖାଦେଇଛି । ଭୁବନେଶ୍ୱରରୁ ସିଧାସଳଖ ବିଦେଶକୁ ବିମାନ ସେବା ଆରମ୍ଭ ନ ହେବାର ପ୍ରତିବାଦ ମୁଖ୍ୟମନ୍ତ୍ରୀ ପ୍ରତିବାଦ କରିଛନ୍ତି। ପ୍ରତିବାଦ ସ୍ୱରୂପ ମୁଖ୍ୟମନ୍ତ୍ରୀ ବିମାନସେବା ଶୁଭାରାମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇନାହାନ୍ତି । ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ଯାତ୍ରା ନ କରି […]

naveen

naveen

Rakesh Mallick
  • Published: Friday, 10 July 2015
  • Updated: 10 July 2015, 05:08 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରୁ ବହୁ ପ୍ରତିକ୍ଷିତ ଅନ୍ତର୍ଜାତୀୟ ବିମାନ ସେବା ଆଜି ଆରମ୍ଭ ହୋଇଛି । ୫୭ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରିଛି ଏୟାର ଇଣ୍ଡିଆର ଏଆଇ-୦୭୮ । ହେଲେ ବିମାନ ସେବା ଆରମ୍ଭକୁ ନେଇ ବିବାଦ ଦେଖାଦେଇଛି । ଭୁବନେଶ୍ୱରରୁ ସିଧାସଳଖ ବିଦେଶକୁ ବିମାନ ସେବା ଆରମ୍ଭ ନ ହେବାର ପ୍ରତିବାଦ ମୁଖ୍ୟମନ୍ତ୍ରୀ ପ୍ରତିବାଦ କରିଛନ୍ତି। ପ୍ରତିବାଦ ସ୍ୱରୂପ ମୁଖ୍ୟମନ୍ତ୍ରୀ ବିମାନସେବା ଶୁଭାରାମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇନାହାନ୍ତି । ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ଯାତ୍ରା ନ କରି ଦିଲ୍ଲୀରୁ ଲିଙ୍କ କରାଯିବା ନେଇ କେନ୍ଦ୍ର ନିଷ୍ପତି ନେଇଥିଲା । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos