ଘରକୁ ପୁଲିସ ଆସିବା ନେଇ ପ୍ରତିକ୍ରିୟା ରଖିଲେ ଅନୁଭବ, କହିଲେ ଗୋଟିଏ ଛୋଟ ଭୁଲ ପାଇଁ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରକୁ ପୋଲିସ ଆସିବା ନେଇ ସାଂସଦ ଅନୁଭବ ମହାନ୍ତି ରଖିଲେ ପ୍ରତିକ୍ରିୟା । କହିଲେ ଗୋଟିଏ ଛୋଟ ଭୁଲ ନିଷ୍ପତ୍ତି ପାଇଁ ଆଜି ଏମିତି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ କେଉଁ ଭୁଲ୍ ନିଷ୍ପତ୍ତି ବୋଲି ପଚାରିବାରୁ ଚିହିଁକିଲେ ସାଂସଦ । ପତ୍ନୀ ବର୍ଷାଙ୍କୁ ଅନରେବଲ ମ୍ୟାଡାମ କହିଲେ ସାଂସଦ ଅନୁଭବ । ମୁଁ ଅନରେବଲ ମ୍ୟାଡାମଙ୍କୁ ପଚାରିବାକୁ ଚାହୁଁଛି-ଯଦି ଡୋମେଷ୍ଟିକ ଭାଓଲେନ୍ସ, ତେବେ ଘରେ ରହିବାର ମାନେ କଣ ? ମୋ […]

anubhab-mohanty

anubhab-mohanty

Tapas Behera
  • Published: Monday, 07 September 2020
  • Updated: 07 September 2020, 07:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରକୁ ପୋଲିସ ଆସିବା ନେଇ ସାଂସଦ ଅନୁଭବ ମହାନ୍ତି ରଖିଲେ ପ୍ରତିକ୍ରିୟା । କହିଲେ ଗୋଟିଏ ଛୋଟ ଭୁଲ ନିଷ୍ପତ୍ତି ପାଇଁ ଆଜି ଏମିତି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ କେଉଁ ଭୁଲ୍ ନିଷ୍ପତ୍ତି ବୋଲି ପଚାରିବାରୁ ଚିହିଁକିଲେ ସାଂସଦ । ପତ୍ନୀ ବର୍ଷାଙ୍କୁ ଅନରେବଲ ମ୍ୟାଡାମ କହିଲେ ସାଂସଦ ଅନୁଭବ ।

ମୁଁ ଅନରେବଲ ମ୍ୟାଡାମଙ୍କୁ ପଚାରିବାକୁ ଚାହୁଁଛି-ଯଦି ଡୋମେଷ୍ଟିକ ଭାଓଲେନ୍ସ, ତେବେ ଘରେ ରହିବାର ମାନେ କଣ ?
ମୋ ବାପାଙ୍କ ଦେହ ଏବେ ବହୁତ ଖରାପ ଆପଣମାନେ ଭିଡ଼ କରୁଛନ୍ତି ? ଯଦି ମୋ ବାପାଙ୍କର କିଛି ହୁଏ, କେଉଁ ଗଣମାଧ୍ୟମ ଦାୟୀ ରହିବେ ? ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କଲେ ଅନୁଭବ ମହାନ୍ତି ।

ସୂଚନା ଅନୁଯାୟୀ, ୧୦୦ ଡାଏଲ୍ କରି ସୁରକ୍ଷା ମାଗିଥି ଲେ ବର୍ଷା ପ୍ରିୟଦର୍ଶିନୀ। ଆଉ ତା’ପରେ ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପହଞ୍ଚିଥିଲା ପୁଲିସ। ଅନୁଭବଙ୍କ କଟକ ନନ୍ଦିସାହି ଘରେ ପୁରୀଘାଟ ଥାନା ପୁଲିସ ପହଞ୍ଚିଲା। ବର୍ଷାଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ପହଞ୍ଚିଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତ ସମ୍ପର୍କ ଦିନକୁ ଦିନ ଅଧିକ ବିବାଦୀୟ ହେଉଛି। ଏହି ମାମଲାରେ ବର୍ଷା ଆଣିଥିବା ପାରିବାରିକ ହିଂସା ମାମଲାରେ ଆଜି ଶୁଣାଣି ଥିବା ବେଳେ ତାରିଖ ଘୁଂଚିଛି । ପରବର୍ତୀ ଶୁଣାଣି ଅକ୍ଟୋବର ୧୨ରେ ହେବ ।

ସୂଚନାରୁ ପ୍ରକାଶ, ସାଂସଦ ସ୍ୱାମୀ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସାଂଘାତିକ ଅଭିଯୋଗ ଆଣି କଟକ ଏସ୍ଡିଜେଏମ୍ କୋର୍ଟରେ ଆଶ୍ରୟ ନେଇଥିଲେ। ସେହିପରି ଅନୁଭବ ମଧ୍ୟ ପତ୍ନୀଙ୍କଠାରୁ ଛାଡ଼ପତ୍ର ପାଇଁ ଦିଲ୍ଲୀ ପଟିଆଲା କୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story