ଅନୁଗୋଳ: ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରରେ ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରମାନେ ହେଲେ ସ୍ଥାନୀୟ ଅନନ୍ତବିହାର କଲୋନୀର ଶାସ୍ୱତ ପ୍ରଧାନ ଏବଂ ଦିବ୍ୟାଂଶୁ ଶେଖର ସେଠୀ। ଏମ୍‌ସିଏଲ୍‌ ଜଗନ୍ନାଥ ଡିଏଭି ସ୍କୁଲରେ ଏକାଦଶ ଶ୍ରେଣୀରେ ବଢୁଥିବା ଶାସ୍ୱତ ଏବଂ ଦିବ୍ୟାଂଶୁ ଆଜି ପଶ୍ଚିମେଶ୍ୱର ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ଦୁଇ ଛାତ୍ରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

anugol

Rakesh Mallick
  • Published: Saturday, 25 February 2017
  • , Updated: 25 February 2017, 04:57 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରରେ ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରମାନେ ହେଲେ ସ୍ଥାନୀୟ ଅନନ୍ତବିହାର କଲୋନୀର ଶାସ୍ୱତ ପ୍ରଧାନ ଏବଂ ଦିବ୍ୟାଂଶୁ ଶେଖର ସେଠୀ।

ଏମ୍‌ସିଏଲ୍‌ ଜଗନ୍ନାଥ ଡିଏଭି ସ୍କୁଲରେ ଏକାଦଶ ଶ୍ରେଣୀରେ ବଢୁଥିବା ଶାସ୍ୱତ ଏବଂ ଦିବ୍ୟାଂଶୁ ଆଜି ପଶ୍ଚିମେଶ୍ୱର ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ଦୁଇ ଛାତ୍ରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related story